Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵ କପ ବିଜୟୀ 19-ବର୍ଷରୁ କମ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ବିଶ୍ଵ କପ ବିଜୟୀ 19 ବର୍ଷରୁ କମ ଭାରତୀୟ ଯୁବ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଆମ ଯୁବ କ୍ରିକେଟରମାନଙ୍କ ବିଶାଳ ସଫଳତାକୁ ନେଇ ମୁଁ ଆନନ୍ଦ ବିହ୍ଵଳିତ । 19-ବର୍ଷରୁ କମ ବିଶ୍ଵ କପ ବିଜୟ ପାଇଁ ସେମାନଙ୍କୁ ଶୁଭେଚ୍ଛା । ଏହି ନିର୍ଣ୍ଣାୟକ ବିଜୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

****