Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ପାଲେଷ୍ଟାଇନ ଗସ୍ତ ବେଳେ ସ୍ଵାକ୍ଷରିତ ବୁଝାମଣା/ଚୁକ୍ତିର ତାଲିକା


 

 

1.

ବେଥେଲହମ ପ୍ରାନ୍ତର ବେଇତ ସହରରେ 30 ନିୟୁତ ଆମେରିକୀୟ ଡଲାର ବ୍ୟୟରେ ଭାରତ-ପାଲେଷ୍ଟାଇନ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା

ଡ ଜୱାଦ ଆୱାଦ, ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରୀ

ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର).

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

2.

ଭାରତ, ପାଲେଷ୍ଟାଇନ ମହିଳା ସଶକ୍ତିକରଣ କେନ୍ଦ୍ର “ତୁରାଥୀ”କୁ 5 ନିୟୁତ ଆମେରିକୀୟ ଡଲାର ବ୍ୟୟରେ ନିର୍ମାଣ ପାଇଁ ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା

ଅବୀର ଆଉଦେ, ପାଲେଷ୍ଟାଇନର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥା ମନ୍ତ୍ରୀ

ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର).

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

3.

ରାମଲ୍ଲାରେ 5 ନିୟୁତ ଆମେରିକୀୟ ଡଲାର ବ୍ୟୟରେ ନୂତନ ମୁଦ୍ରଣ ପ୍ରେସ ସ୍ଥାପନା ଲାଗି ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା

ମିଷ୍ଟର ଅହମ୍ମଦ ଆସଫ, ରାଷ୍ଟ୍ରୀୟ ଅର୍ଥମନ୍ତ୍ରୀଙ୍କ ତରଫରୁ ପାଲେଷ୍ଟାଇନର ପବ୍ଲିକ ବ୍ରୋଡକାଷ୍ଟିଙ୍ଗ କର୍ପୋରେସନ ଏବଂ ସରକାରୀ ଗଣମାଧ୍ୟମ ମନ୍ତ୍ରୀ

ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର).

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

4.

 ମୁତାଲଥ ଆଲ ସୁହାଦା ଗ୍ରାମରେ 1(ଏକ) ନିୟୁତ ଆମେରିକୀୟ ଡଲାର ବ୍ୟୟରେ ବିଦ୍ୟାଳୟ ନିର୍ମାଣ ଲାଗି ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା

ଡ.ସବ୍ରୀ ସୟିଦମ, ପାଲେଷ୍ଟାଇନର ଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ

ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର).

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

5.

ପାଲେଷ୍ଟାଇନର ତୁବାସ ପ୍ରଦେଶର ତାମୂନ ଗ୍ରାମରେ 1.1 ନିୟୁତ ଆମେରିକୀୟ ଡଲାର ବ୍ୟୟରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ  ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା

 

ଡ.ସବ୍ରୀ ସୟିଦମ, ପାଲେଷ୍ଟାଇନର ଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ

ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର).

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

6.

  ଆବୁ ଦିଶଠାରେ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ଜବାହରଲାଲ ନେହେରୁ ଶିକ୍ଷଣ ପ୍ରତିଷ୍ଠାନର ଅତିରିକ୍ତ କୋଠା ନିର୍ମାଣ ପାଇଁ  0.25 ନିୟୁତ ଆମେରିକୀୟ ଡଲାର ସହାୟତା ସକାଶେ ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା

ଡ.ସବ୍ରୀ ସୟିଦମ, ପାଲେଷ୍ଟାଇନର ଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ

ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର).

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

କ୍ରମିକ.ନମ୍ବର ବୁଝାମଣା/ଚୁକ୍ତି ସମୂହ ପାଲେଷ୍ଟାଇନ ପକ୍ଷରୁ ସ୍ଵାକ୍ଷର ଓ ହସ୍ତାନ୍ତର କରିଥିବା ମନ୍ତ୍ରୀ ଭାରତ ପକ୍ଷରୁ ସ୍ଵାକ୍ଷର କରିଥିବା ଉଚ୍ଚ ପଦାଧିକାରୀ ଚୁକ୍ତି ହସ୍ତାନ୍ତରକାରୀ

 

**********