Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ବିଜ୍ଞାନ ଦିବସରେ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବିଜ୍ଞାନ ଦିବସରେ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନପ୍ରେମୀମାନଙ୍କୁ ଅଭିବାଦନ କରିଛନ୍ତି ।

“ଜାତୀୟ ବିଜ୍ଞାନ ଦିବସର ଶୁଭେଚ୍ଛା । ବିଜ୍ଞାନପ୍ରେମୀଙ୍କୁ ଅଭିବାଦନ ଏବଂ ବିଜ୍ଞାନୀ ଉତ୍ସାହ, ଉଦ୍ଦୀପନା ଓ ଜ୍ଞାନର ପରିପ୍ରସାର ପାଇଁ ସେମାନଙ୍କୁ ଶୁଭକାମନା । ଆମର ବୈଜ୍ଞାନିକଙ୍କ ପାଇଁ ଭାରତ ବାସ୍ତବରେ ଗୌରବାନ୍ଵିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***