Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଫେସର ଷ୍ଟିଫେନ ହକିଙ୍ଗଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଫେସର ଷ୍ଟିଫେନ ହକିଙ୍ଗଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

“ପ୍ରଫେସର ଷ୍ଟିଫେନ ହକିଙ୍ଗ ଜଣେ ମହାନ ବୈଜ୍ଞାନିକ ଓ ବିଦ୍ଵାନ ଥିଲେ । ତାଙ୍କର ଦୃଢ ମନ ଓ ଅମାପ ସ୍ମରଣଶକ୍ତି ବିଶ୍ଵରେ ଜନମାନସକୁ ଅନୁପ୍ରାଣିତ କରିଥିଲା । ତାଙ୍କ ବିୟୋଗ ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ । ପ୍ରଫେସର ହକିଙ୍ଗଙ୍କ ପଥପ୍ରଦର୍ଶନକାରୀ କାର୍ଯ୍ୟ ବିଶ୍ଵକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିପାରିଥିଲା । ତାଙ୍କର ଆମର ଆତ୍ମାକୁ ଶାନ୍ତି ଓ ସଦଗତି ମିଳୁ”, ବୋଲି ପ୍ରଧାନମନ୍ତ୍ରୀ ଏକ ଶୋକ ବାର୍ତ୍ତାରେ କହିଛନ୍ତି ।

 

***********