Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁରୁଷ 94 କିଲୋଗ୍ରାମ ଭାରୋତ୍ତୋଳନରେ ବ୍ରୋଞ୍ଜ ବିଜେତା ବିକାଶ ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ଜିଣିଥିବା ଭାରୋତ୍ତୋଳନକାରୀ ବିକାଶ  ଠାକୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଅଧିକ ଗୌରବ ଓ ସୁନାମ ପାଇଁ ଆମ ଭାରୋତ୍ତୋଳନକାରୀମାନଙ୍କୁ ଧନ୍ୟବାଦ । ପୁରୁଷ ଭାରୋତ୍ତୋଳନର 94 କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ହାସଲ ପାଇଁ ଅଭିନନ୍ଦନ ବିକାଶ ଠାକୁର । ସବୁ ଭାରତୀୟଙ୍କ ମୁହଁରେ ଆପଣ ହସ ଫୁଟାଇଛନ୍ତି” ।

 

**********