ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲୀସ୍ଥିତ ଏମ୍ସକୁ ଯାଇ ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଖା କରିଛନ୍ତି ।
ଶ୍ରୀ ବାଜପେୟୀଙ୍କ ପରିବାରର ସଦସ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ଅନେକ ସମୟ ଧରି କଥାବାର୍ତ୍ତା କରିଥିଲେ । ସେ ମଧ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
ଶୀ ନରେନ୍ଦ୍ର ମୋଦୀ ପ୍ରାୟ 50 ମିନିଟ ଧରି ଏମ୍ସରେ ରହିଥିଲେ ।
***
PM @narendramodi visited former Prime Minister Shri Atal Bihari Vajpayee at AIIMS today. He was at AIIMS for about 50 minutes.
— PMO India (@PMOIndia) June 11, 2018
The Prime Minister interacted with family members of Shri Vajpayee. He also spoke to doctors and enquired about the health of Shri Vajpayee. pic.twitter.com/CctZYDJV8o