ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ରୱାଣ୍ଡା ମଧ୍ୟରେ ବ୍ୟବସାୟିକ ସହଯୋଗ ଲାଗି ଉଦ୍ଦିଷ୍ଟ ଢାଂଚାକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ବ୍ୟବସାୟ ସହଯୋଗ ଢାଂଚା 23 ଜୁଲାଇ, 2018ରେ ସ୍ୱାକ୍ଷରିତ ହୋଇଥିଲା ।
ବ୍ୟବସାୟ ସହଯୋଗର ଢାଂଚା ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ଏବଂ ଆର୍ଥିକ ସମ୍ପର୍କରେ ଉନ୍ନତି ଆଣିପାରିବ ।
***