Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେସର୍ସ ଜାତୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସର ଜମି ମୁମ୍ବାଇ ମହାନଗର କ୍ଷେତ୍ରୀୟ ବିକାଶ ପ୍ରାଧିକରଣକୁ ହସ୍ତାନ୍ତରଣ


 

 

ମେସର୍ସ ଆରସିଏଫର ଜମି ଗ୍ରେଟର ମୁମ୍ବାଇ ମହାନଗର ପାଳିକାକୁ ହସ୍ତାନ୍ତର ଏବଂ

ଏମଏମଆରଡିଏ/ଏମସିଜିଏମକୁ ଜମି ହସ୍ତାନ୍ତରରେ ପ୍ରାପ୍ତ/ପ୍ରାପ୍ତି ଯୋଗ୍ୟ ହସ୍ତାନ୍ତରଯୋଗ୍ୟ ବିକାଶ ଅଧିକାର ପ୍ରମାଣପତ୍ରର ବିକ୍ରି

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି:

1. ମେସର୍ସ ଜାତୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ (ଆସିଏଫ)ର ଜମିକୁ ମୁମ୍ବାଇ ମହାନଗର କ୍ଷେତ୍ରୀୟ ବିକାଶ ପ୍ରାଧିକରଣ (ଏମଏମଆରଡିଏ)କୁ ହସ୍ତାନ୍ତରଣ ।

2. ମେସର୍ସ ଆରସିଏଫର ଜମିକୁ ଗ୍ରେଟର ମୁମ୍ବାଇ ମହାନଗର ପାଳିକା (ଏମସିଜିଏମ)କୁ ହସ୍ତାନ୍ତର ଏବଂ

3. ଏମଏମଆରଡିଏ/ଏସସିଜିଏମକୁ ଜମି ହସ୍ତାନ୍ତରରେ ପ୍ରାପ୍ତ/ପ୍ରାପ୍ତି ଯୋଗ୍ୟ ହସ୍ତାନ୍ତରଣ ଯୋଗ୍ୟ ବିକାଶ ଅଧିକାର (ଟିଡିଆର) ପ୍ରମାଣପତ୍ରର ବିକ୍ରି ।

 

**********