Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡୋନେସିଆରେ ସୁନାମି, ଭୂମିକମ୍ପ ଜନିତ ଧନଜୀବନ ହାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ଇଣ୍ଡୋନେସିଆର କେନ୍ଦ୍ରୀୟ ସୁଲାୱେଶିରେ ସୁନାମି ଏବଂ ଭୂମିକମ୍ପ ଭଳି ବିପର୍ଯ୍ୟୟ ଯୋଗୁ ବହୁ ଧନଜୀବନ ହାନି ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ଇଣ୍ଡୋନେସିଆର ସୁଲାୱେଶିରେ ସୁନାମି ଏବଂ ଭୂମିକମ୍ପ ଯୋଗୁ ହୋଇଥିବା ପ୍ରାଣହାନୀ ଏବଂ ବିପର୍ଯ୍ୟୟ ନେଇ ମୁଁ ଗଭୀର ଭାବେ ମର୍ମାହତ । ମୁଁ ଏଥିପାଇଁ ଗଭୀର ଶୋକ ପ୍ରକାଶ କରୁଛି । ଏହି ପ୍ରତିକୂଳ ପରିସ୍ଥିତିରେ ଭାରତ ଏହାର ସମୁଦ୍ର ତଟୀୟ ପଡୋଶୀଙ୍କ ସହ ରହିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

****