ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ-ସିଙ୍ଗାପୁର ମଧ୍ୟରେ ବ୍ୟାପକ ଆର୍ଥିକ ବୁଝାମଣା (ସିଇସିଏ)ରେ ସଂଶୋଧନ କରୁଥିବା ଦ୍ୱିତୀୟ ପ୍ରୋଟୋକଲକୁ ମଞ୍ଜୁରି ଦେଇଛନ୍ତି । 24 ଅଗଷ୍ଟ, 2018 ରେ ସିଇସିଏରେ ସ୍ୱାକ୍ଷର କରାଯାଇଥିଲା ।
ଲାଭ :
ଦ୍ୱିତୀୟ ପ୍ରୋଟୋକଲରେ ସ୍ୱାକ୍ଷର ଦ୍ୱାରା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ ସହଯୋଗ ବୃଦ୍ଧି ପାଇବ ଏବଂ ଆର୍ଥିକ ସହଯୋଗ ଦୃଢ଼ ହୋଇପାରିବ ।