Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହିଳା ବିଶ୍ଵ ବକ୍ସିଙ୍ଗ ପ୍ରତିଯୋଗୀତାରେ ସ୍ଵର୍ଣ୍ଣ ବିଜୟିନୀ ମେରୀ କମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ମହିଳା ବିଶ୍ଵ ବକ୍ସିଙ୍ଗ ପ୍ରତିଯୋଗୀତାରେ ସ୍ଵର୍ଣ୍ଣ ବିଜୟିନୀ ମେରୀ କମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଭାରତୀୟ କ୍ରୀଡା ଜଗତ ପାଇଁ ଏକ ଗର୍ବର ମୂହୁର୍ତ୍ତ । ମହିଳା ବିଶ୍ଵ ବକ୍ସିଙ୍ଗ ପ୍ରତିଯୋଗୀତାରେ ସ୍ଵର୍ଣ୍ଣ ପଦକ ବିଜୟ ପାଇଁ ମେରୀ କମଙ୍କୁ ଅଭିନନ୍ଦନ । କଠିନ ପରିଶ୍ରମ ଓ ଅଧ୍ୟବ୍ୟସାୟ ବଳରେ ସେ ବିଶ୍ଵ କ୍ରୀଡା ଦରବାରରେ ଯେଭଳି ଉତ୍କର୍ଷ ତଥା କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟକ । ତାଙ୍କ ବିଜୟ ପ୍ରକୃତରେ ଅନନ୍ୟ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***