Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଅମ୍ବରୀଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଶ୍ରୀ ଅମ୍ବରୀଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।

“ଜଣେ ଅଭିନେତା ଭାବେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ତଥା ରାଜନୀତି କ୍ଷେତ୍ରରେ ବ୍ୟାପକ ଯୋଗଦାନ ପାଇଁ ଶ୍ରୀ ଅମ୍ବରୀଶ ସବୁବେଳେ ସ୍ମରଣୀୟ ରହିବେ । କର୍ଣ୍ଣାଟକର ଉନ୍ନତି ପାଇଁ ରାଜ୍ୟ ଏବଂ କେନ୍ଦ୍ରରେ ସେ ସବୁବେଳେ ଦୃଢ଼ ସ୍ୱର ଉଠାଉଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ବର୍ଗ ଏବଂ ପ୍ରଶଂସକମାନଙ୍କୁ ମୁଁ ସମବେଦନା ଓ ସହାନୁଭୂତି ପ୍ରକାଶ କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

***