ପିଏମଇଣ୍ଡିଆ
ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲେଣ୍ଡ ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ନାଗାଲେଣ୍ଡର ଜନସାଧାରଣଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା । ନାଗାଲେଣ୍ଡ ବିକାଶର ନୂତନ ସୋପାନକୁ ସ୍ପର୍ଶ କରୁ ଏବଂ ଏହି ରାଜ୍ୟର ନାଗରିକମାନଙ୍କର ଅଭିଳାଷା ପୂରଣ ହେବା ନେଇ ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Statehood Day greetings to the people of Nagaland. I pray that Nagaland scales new heights of development and the aspirations of the state’s citizens are fulfilled.
— Narendra Modi (@narendramodi) December 1, 2018