ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ତାଙ୍କ ପୂଣ୍ୟ ତିଥିରେ ସ୍ମରଣ କରିଛନ୍ତି ।
“ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ପୂଣ୍ୟ ତିଥିରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।
ମହାନ ସର୍ଦ୍ଦାର ପଟେଲଙ୍କୁ ତାଙ୍କ ପୂଣ୍ୟ ତିଥିରେ ସ୍ମରଣ କରୁଛୁ । ତାଙ୍କ ଚିନ୍ତାଧାରା, ମହତ କାର୍ଯ୍ୟ ଏବଂ ଭାରତର ଏକତା ପାଇଁ ବଳିଷ୍ଠ ପଦକ୍ଷେପ ପିଢ଼ି ପରେ ପିଢି ଭାରତୀୟମାନଙ୍କୁ ଅନୁପ୍ରାଣିତ କରିଚାଲିଥିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
***
लौह पुरुष सरदार वल्लभभाई पटेल को उनकी पुण्यतिथि पर मेरी विनम्र श्रद्धांजलि।
— Narendra Modi (@narendramodi) December 15, 2018
Remembering the great Sardar Patel on his Punya Tithi. His thoughts, rich work and strong effort towards India’s unity inspire generations of Indians.