Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜୟ ଦିବସରେ 1971 ଯୁଦ୍ଧର ସାହସୀ ବୀରମାନଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ


ବିଜୟ ଦିବସ ଅବସରରେ 1971 ଯୁଦ୍ଧରେ ଲଢିଥିବା ସାହସୀ ଓ ବୀର ସୈନିକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି ।

“ଆଜି ବିଜୟ ଦିବସରେ ଆମେ 1971 ଯୁଦ୍ଧରେ ଲଢ଼ିଥିବା ସାହସୀ ସୈନିକମାନଙ୍କର ଅଦମ୍ୟ ଉତ୍ସାହ ଓ ଉଦ୍ଦୀପନାକୁ ସ୍ମରଣ କରୁଛୁ । ସେମାନଙ୍କର ଅଦମ୍ୟ ସାହସ ଏବଂ ଦେଶଭକ୍ତି ବଳରେ ଆମ ଦେଶର ସୁରକ୍ଷା ନିଶ୍ଚିତ ହୋଇ ପାରିଥିଲା । ସେମାନଙ୍କର ସେବା ପ୍ରତ୍ୟେକ ଭାରତୀୟଙ୍କୁ ସଦାସର୍ବଦା ଅନୁପ୍ରାଣିତ କରିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********