Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଲଡୁ କିଶୋର ସ୍ଵାଇଁଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ଶ୍ରୀ ଲଡୁ କିଶୋର ସ୍ଵାଇଁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଓଡିଶାର ଆସ୍କା ଲୋକସଭା ସାଂସଦ ଶ୍ରୀ ଲଡୁ କିଶୋର ସ୍ଵାଇଁ ଜୀଙ୍କ ବିୟୋଗରେ ମୁଁ ମର୍ମାହତ । ସେ ତାଙ୍କ ସମାଜସେବା ପାଇଁ ସ୍ମରଣୀୟ ହୋଇ ରହିବେ । ଗ୍ରାମୀଣ ବିକାଶ ଦିଗରେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ । ତାଙ୍କ ସୁପୁତ୍ର ନଚିକେତାଙ୍କ ସହ କଥା ହେଇ ସମବେଦନା ଜଣାଇଲି” ।

***