Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗିରିଶ କନ୍ନଡଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଗିରିଶ କନ୍ନଡଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି ।

“ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ବହୁମୂଖୀ ଅଭିନୟ ଯୋଗୁ ଗିରିଶ କନ୍ନଡ ସ୍ମରଣୀୟ ହୋଇ ରହିବେ । ଯେଉଁ ବିଷୟ ତାଙ୍କୁ ଭଲ ଲାଗୁଥିଲା ତାକୁ ସେ ଗଭୀର ଭାବେ ଅନୁଶୀଳନ କରୁଥିଲେ । ଆଗାମୀ ପୀଢ଼ି ପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ତାଙ୍କ ଆତ୍ମାର ସଦଗତି ପ୍ରାପ୍ତି ହେଉ,” ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।