ପିଏମଇଣ୍ଡିଆ
ସାଇବର ସୁରକ୍ଷା କ୍ଷେତ୍ରରେ ଭାରତ ଓ ଫିନଲାଣ୍ଡ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି।
ଏହି ବୁଝାମଣା ପତ୍ରର ଉଦ୍ଦେଶ୍ୟ ହେଉଛି ଭାରତ ଓ ଫିନଲାଣ୍ଡ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ, ଅନ୍ୱେଷଣ କ୍ଷେତ୍ରରେ ଅନୁଭବ ଏବଂ ସଂକଳ୍ପବଦ୍ଧତା ଓ ସୁରକ୍ଷା ସମ୍ବନ୍ଧିତ ଘଟଣା ନିବାରଣ ନେଇ ସହଯୋଗ ବୃଦ୍ଧି ।
2019 ଜାନୁଆରୀରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
****