ପିଏମଇଣ୍ଡିଆ

କିର୍ଗିଜ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମି.ଜୀନବେକୋବ
ସମ୍ମାନନୀୟ ନିବେଶ ପ୍ରସାରଣ ଏଜେନ୍ସି ନିର୍ଦ୍ଦେଶକ ମି. ଆଦିଲବେକ ଅଲୁ ସୁମକାରବେକ
ଫିକ୍କି ସଭାପତି ଶ୍ରୀ ସନ୍ଦୀପ ସୋମାନୀ
ଭାରତ ଓ କିର୍ଗିଜସ୍ତାନର ବ୍ୟବସାୟ, ଶିଳ୍ପ, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରର ବିଶିଷ୍ଟ ଅଂଶଗ୍ରହଣକାରୀ ।
ଭାରତ ଓ କିର୍ଗିଜସ୍ତାନର ବ୍ୟବସାୟିକ ସମୁଦାୟ ମଧ୍ୟରେ ଏହି ବ୍ୟବସାୟିକ ଫୋରମର ଆୟୋଜନ ଅତ୍ୟନ୍ତ ଆନନ୍ଦର ବିଷୟ । ଏହା ମଧ୍ୟ ମହତ୍ୱପୂର୍ଣ୍ଣ ଯେ ମୋର ବିଶକେକ ଯାତ୍ରା ଦ୍ୱିପାକ୍ଷିକ ଚରଣର ଆରମ୍ଭ ଏହି ବ୍ୟବସାୟିକ ଫୋରମରୁ ହେଉଛି । ଏହା ଆମର ଭାଗିଦାରୀ ଭିତ୍ତିକ ପ୍ରାଥମିକତାର ସୂଚକ । ଭାରତ ଓ କିର୍ଗିଜସ୍ତାନ ମଧ୍ୟରେ ପ୍ରାଚୀନ କାଳରୁ ନିବିଡ ସାଂସ୍କୃତିକ ଏବଂ ଆର୍ଥିକ ସମ୍ବନ୍ଧ ରହିଛି । ଏହି ଐତିହାସିକ ଭାଗିଦାରିତାକୁ ଆଧୁନିକ ସମୟର ଅନୁରୂପ ବୃଦ୍ଧି କରିବାର ଅପାର ସମ୍ଭାବନା ରହିଛି । ରାଷ୍ଟ୍ରପତି ଜୀନବେକୋବ ବିଭିନ୍ନ କ୍ଷେତ୍ରରେ ଭାରତ-କିର୍ଗିଜ ସମ୍ବନ୍ଧର ବିସ୍ତାର କରିବାକୁ ଚାହିଁବେ । ଏବଂ ବିଶେଷ କରି ବ୍ୟବସାୟିକ ଓ ନିବେଶ କ୍ଷେତ୍ରରେ ଏହାକୁ ଅଧିକ ମଜଭୁତ କରିବାକୁ ଚାହିଁବେ । ରାଷ୍ଟ୍ରପତି ଏହି ଫୋରମକୁ ନିଜର ମାର୍ଗଦର୍ଶନ ପ୍ରଦାନ କରିଛନ୍ତି ଏବଂ ବ୍ୟକ୍ତିଗତ ଭାବେ ଏଥିରେ ଭାଗ ନେଇଛନ୍ତି । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ବିଶ୍ୱର ଅର୍ଥବ୍ୟବସ୍ଥାରେ ଦ୍ରୂତଗତିରେ ପରିବର୍ତ୍ତନ ଆସୁଛି । ଏପରି ସ୍ଥଳେ ଭାରତ ପରି ବଡ ଅର୍ଥବ୍ୟବସ୍ଥାର ଆର୍ଥିକ ବୃଦ୍ଧି ଏବଂ ବୈଷୟିକ ବିକାଶ ବିଶ୍ୱରେ ସ୍ଥାୟୀତ୍ୱ ଏବଂ ଆଶାର ପ୍ରମୁଖ କାରକ । ଭାରତ ଏକ ବିଶାଳ ବଜାର । ଆମ ଦେଶର ଯୁବ ପ୍ରତିଭା ଏବଂ ଉତ୍ସାହୀ ଉନ୍ମେଷକ 5 ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ପରିଣତ ହେବାରେ ଆମ ଲକ୍ଷ୍ୟ ହାସଲ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
ବନ୍ଧୁଗଣ
ଏହା ସ୍ପଷ୍ଟ ଯେ ସମ୍ପ୍ରତି ଆମର ଦ୍ୱିପାକ୍ଷିକ ବ୍ୟବସାୟ ଓ ଆର୍ଥିକ ଭାଗିଦାରିତା ସମ୍ଭାବନାଠାରୁ ଅନେକ କମ । ଏଥିପାଇଁ ବ୍ୟବସାୟିକ ଫୋରମର ଏହି ପଦକ୍ଷେପ ଉପଯୁକ୍ତ ସମୟରେ କରାଯାଉଛି । ମୋ ବିଚାରରେ ବ୍ୟବସାୟ ଏବଂ ନିବେଶକୁ ବୃଦ୍ଧି କରିବା ପାଇଁ 3 ଉତପ୍ରେରକ ରହିଛନ୍ତି-ଉପଯୁକ୍ତ ପରିବେଶ, ଯୋଗାଯୋଗ ଏବଂ ବ୍ୟବସାୟରୁ ବ୍ୟବସାୟ ଅର୍ଥାତ B2B ଆଦାନ ପ୍ରଦାନ । ମୁଁ କହିବାକୁ ଚାହିଁବି କି ଉପଯୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଆମେ ଦ୍ଵେତ କର ପରିହାର ରାଜିନାମାକୁ ଅନ୍ତିମ ରୂପ ପ୍ରଦାନ କରିଛୁ । ଏଥିସହିତ ଦ୍ୱିପାକ୍ଷିକ ନିବେଶ ଚୁକ୍ତିକୁ ନେଇ ଆମେ ସକ୍ରିୟ ଭାବେ ଆଲୋଚନା କରୁଛୁ । ଏହାଦ୍ୱାରା ନିବେଶ ପାଇଁ ମଜଭୁତ ଆଧାର ମିଳିବ । ଆମେ ଦ୍ୱିପାକ୍ଷିକ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପଞ୍ଚବାର୍ଷିକ ରୋଡମ୍ୟାପ ପ୍ରସ୍ତୁତ କରିଛୁ । କିର୍ଗିଜ ସାଧାରଣତନ୍ତ୍ର, ୟୁରୋସିଅନ ଅର୍ଥନୈତିକ ୟୁନିଅନର ସଦସ୍ୟ । ଆମେ ୟୁରୋସିଅନ ଅର୍ଥନୈତିକ ୟୁନିଅନ ସହିତ ବ୍ୟବସାୟକୁ ବୃଦ୍ଧି କରାଇବା ପାଇଁ ଉନ୍ନତ ବାଣିଜ୍ୟିକ ରାଜିନାମା ଉପରେ ବି କାମ କରୁଛୁ ।
ବ୍ୟବସାୟକୁ ସୁଗମ କରିବାରେ ଉନ୍ନତ ଯୋଗାଯୋଗ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଚାବାହାର ବନ୍ଦର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କର ଏକ ନୂତନ ଜରିଆ ଭାବେ ଉଭା ହୋଇଛି । ଭାରତ ଓ ମଧ୍ୟ ଏସିଆ ମଧ୍ୟରେ ସଂଯୋଗ ବ୍ୟବସ୍ଥାର ଉନ୍ନତ ବିକଳ୍ପ ନିର୍ମାଣ କରିବାରେ ଆମକୁ ଅଧିକ ଧ୍ୟାନ ଦେବାକୁ ହେବ । B2B ଆଦାନ ପ୍ରଦାନରେ ବୃଦ୍ଧି କରିବା ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ । ଚଳିତ ବର୍ଷ ବିଶକେକରେ “ନମସ୍କାର ୟୁରୋସିଆ” ଟ୍ରେଡ ଶୋ’ର ଆୟୋଜନ କରାଯିବ । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ରର ବିଭିନ୍ନ ଉତ୍ପାଦ ବ୍ୟବସାୟରେ ପରସ୍ପରର ପୁରକ । ଆମକୁ ଏହି ସମସ୍ତ ଅବସରର ଫାଇଦା ଉଠାଇବା ଆବଶ୍ୟକ । କିର୍ଗିଜ ଅର୍ଗାନିକ ଉତ୍ପାଦମାନଙ୍କର ବଜାରରେ ଅନେକ ଚାହିଦା ରହିଛି । ଏଠାକାର ବନଜାତ ଦ୍ରବ୍ୟ, ଅଖରୋଟ ଏବଂ ଡାୟରୀ ଉତ୍ପାଦ ଇକୋଲୋଜିକାଲ ଭାବେ ଶୁଦ୍ଧତା ଏବଂ ପ୍ରାକୃତିକ-ପ୍ରକ୍ରିୟାକରଣ ପାଇଁ ବିଖ୍ୟାତ । ସେହିପରି ଭାରତର ବ୍ୟବସାୟୀ ଏବଂ ନିବେଶକମାନଙ୍କ ପାଇଁ ଔଷଧ, ବସ୍ତ୍ର, ରେଳବାଇ, ଜଳଜ ଶକ୍ତି, ଖଣି ଏବଂ ଖଣିଜ ତଥା ପର୍ଯ୍ୟଟନ କ୍ଷେତ୍ରରେ କିର୍ଗିଜ ସାଧାରଣତନ୍ତ୍ରରେ ଅଧିକ ଅବସର ମହଜୁଦ ରହିଛି ।
ବନ୍ଧୁଗଣ,
ମୁଁ କାମନା କରୁଛି ଯେ ଆପଣଙ୍କ ସମସ୍ତ ଆଲୋଚନା ସାର୍ଥକ ହେଉ । ମୁଁ କିର୍ଗିଜ ବ୍ୟବସାୟିକ ଜଗତର ନେତାମାନଙ୍କୁ ଭାରତୀୟ ଉଦ୍ୟମୀମାନଙ୍କ ସହିତ କାମ କରିବା ପାଇଁ ପ୍ରୋତ୍ସାହିତ କରିଥାଏ ।
ଆପଣମାନଙ୍କୁ ସମସ୍ତଙ୍କୁ ଭାରତରେ ସେହିପରି ସ୍ୱାଗତ । ଏବଂ ଭାରତର ଲୋକମାନଙ୍କୁ ବିମାନବନ୍ଦରରେ ଓହ୍ଲାଇବା ମାତ୍ରେ ଶୁଣାଯାଉଥିବ ଯେ ଆମେ ଅତି ନିକଟତାର ସହ ପରସ୍ପର ସହିତ ଜଡିତ । ମଣିଷ ଶୁଣିବାକୁ ଲାଗିଥାଏ ଯେ ଆମେ ଦୁନିଆର ପୁରୁଣା ଜିନିଷ ସହିତ ଜଡିତ । ଏପରି ନିଜର ଭାବ ରହିଛି । ଯଦି ଭାଷା ଉପରେ କିଛି ଧ୍ୟାନ ଦେବା ତେବେ ଅନେକ ଶବ୍ଦ ସମାନ ମିଳିବ । ଆପଣଙ୍କୁ ଏତେ ନିକଟତା ମିଳିବ ତ ଆପଣାପଣର ଭାବ ଅତି ସହଜ । ଏହାର ଲାଭ ଦୁଇ ପକ୍ଷ ଉଠାନ୍ତୁ ଏବଂ ଦୁଇ ଦେଶର ବିକାଶରେ ଉଦ୍ୟୋଗ ଜଗତ ଓ ବ୍ୟବସାୟ ଜଗତର ମିତ୍ରମାନଙ୍କର ଯୋଗଦାନ ବଢ଼ୁ । ଏହି ଆଶା ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।
ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।
*************
My remarks at the SCO Summit. Watch. https://t.co/c4xBTyVFlc
— Narendra Modi (@narendramodi) June 14, 2019
भारत को SCO के पूर्ण सदस्य के रूप में दो साल हो चुके हैं। हमनेSCO की सभी गतिविधियों में सकारात्मक योगदान दिया है। हमने अंतर्राष्ट्रीय क्षेत्र में SCO की भूमिका और विश्वसनीयता में वृद्धिके लिए व्यापक engagements जारी रखे हैं: PM @narendramodi
— PMO India (@PMOIndia) June 14, 2019
SCO क्षेत्र तथा भारत के इतिहास, सभ्यता और संस्कृति हजारों सालसे परस्पर जुड़े हुए हैं। हमारे इस साझा क्षेत्र को आधुनिक युग में बेहतर कनेक्टिविटी कीबहुत आवश्यकता है: PM @narendramodi
— PMO India (@PMOIndia) June 14, 2019
International North South Transport Corridor, चाबहार पोर्ट,अश्गाबात समझौते जैसे initiatives, कनेक्टिविटी पर भारत के फोकसको स्पष्ट करते हैं। हमने 2017 में काबुल और कंधार और नई दिल्ली और मुंबई के बीचएयर फ्रेट कॉरिडोर का भी संचालन किया है: PM @narendramodi
— PMO India (@PMOIndia) June 14, 2019
संप्रभुता, क्षेत्रीय अखंडता, सुशासन, पारदर्शिता, व्यवहारिकता औरस्थिरता के लिए सम्मान कनेक्टिविटी के पहलों के आधार होने चाहिए। Physical Connectivity के साथ-साथ people-to-people संपर्क का महत्व कम नहीं है: PM @narendramodi
— PMO India (@PMOIndia) June 14, 2019
हमारी ई-पर्यटक वीज़ा सेवाएं अधिकांश SCO देशों के लिए उपलब्ध हैं। मुझे यह घोषणा करते हुए खुशी हो रही है कि भारतीय पर्यटन कीवेबसाइट पर शीघ्र ही SCO देशों के पर्यटकों की आसानी के लिए रूसीइंटरफ़ेस और रूसी भाषा में 24x7 पर्यटक हेल्पलाइन प्रारम्भ होगी: PM @narendramodi
— PMO India (@PMOIndia) June 14, 2019
SCO क्षेत्र में स्थिरता और सुरक्षा के लिए शांतिपूर्ण, एकजुट, सुरक्षित, समृद्ध अफगानिस्तान एक महत्वपूर्ण कारक है। हमारा उद्देश्य Afghan-led, Afghan-owned, Afghan-controlled समावेशी शांति प्रक्रिया के लिए सरकार और अफगानिस्तान के लोगों के प्रयासों का समर्थन करना है: PM @narendramodi
— PMO India (@PMOIndia) June 14, 2019
हमें खुशी है कि SCO अफगानिस्तान contact group के further action का roadmap तैयार हुआ है: PM @narendramodi
— PMO India (@PMOIndia) June 14, 2019
SCO की 2019-2021 के लिए हेल्थकेयर कार्य योजना पर हमें जोर देना चाहिए। भारत को टेली मेडिसिन और मेडिकल टूरिज्म के क्षेत्र में अपने अनुभव साझा करने में खुशी होगी: PM @narendramodi pic.twitter.com/lNkquMzBrw
— PMO India (@PMOIndia) June 14, 2019
आर्थिक सहयोग हमारे लोगों के भविष्य का आधार है। एकपक्षवाद और संरक्षणवाद ने किसी का भला नहीं किया है। हमें विश्वव्यापार संगठन पर केंद्रित एक नियम आधारित, पारदर्शी, भेदभावरहित, खुली और समावेशी बहुपक्षीय व्यापार प्रणाली की आवश्यकताहै: PM @narendramodi
— PMO India (@PMOIndia) June 14, 2019
इससे ही सभी सदस्यों, विशेष रूप से विकासशील देशों के हितों कोध्यान में रखा जा सकेगा। भारत SCO सदस्य देशों के बीच आर्थिक गतिविधियों के लिए अनुकूलवातावरण बनाने पर तेजी से काम करने के लिए प्रतिबद्ध है: PM @narendramodi
— PMO India (@PMOIndia) June 14, 2019
आजहम महत्वपूर्ण समझौतों पर हस्ताक्षर करने जा रहे हैं, इनसे SCO मेंवित्तीय मामलों में और डिजिटलाइज़ेशन और ICT में सहयोग मजबूतहोगा: PM @narendramodi
— PMO India (@PMOIndia) June 14, 2019
जलवायु परिवर्तन से निपटने के लिए भारत की प्रतिबद्धता हमारे दर्शन में निहित है, जो पृथ्वी को माता के रूप में मानता है। आज, भारत अक्षय ऊर्जा का छठा और सौर ऊर्जा का पांचवा बड़ा उत्पादक है: PM @narendramodi
— PMO India (@PMOIndia) June 14, 2019
अंतर्राष्ट्रीय सौर गठबंधन भारत की संयुक्त पहल है। इसका उद्देश्य सौर उर्जा की लागत कम करने के लिए प्रौद्योगिकी और वित्त जुटाना है। हम इस पहल में SCO के देशों का स्वागत करते हैं। और ऊर्जा के वैकल्पिक स्रोतों को विकसित करने में अपना अनुभव साझा करने के लिए तैयार हैं: PM @narendramodi
— PMO India (@PMOIndia) June 14, 2019
आज हम SCO के अंतर्गत environment protection के लिए वर्ष 2019-21 में सहयोग के concept paper पर सहमत हुए हैं: PM @narendramodi
— PMO India (@PMOIndia) June 14, 2019
हमारे युवाओं को एक दूसरे के साहित्य यानि लिटरेचर से परिचय हमारे संबंधों को गहराई देगा: PM @narendramodi
— PMO India (@PMOIndia) June 14, 2019
पिछले रविवार श्रीलंका की अपनी यात्रा के दौरान, मैं सेंट एंटनी के चर्च गया था। वहां मुझे आतंकवाद के उस घिनौने चेहरे का स्मरण हुआ जो हर कहीं, कभी भी प्रकट होकर रोज़ मासूमों की जान लेता है: PM @narendramodi
— PMO India (@PMOIndia) June 14, 2019
इस खतरे से निपटने के लिए सभी मानवतावादी ताकतों को अपने-अपने संकीर्ण दायरे से निकलकर एक जुट हो जाना चाहिए। आतंकवाद को प्रोत्साहन, समर्थन और वित्त प्रदान करने वाले राष्ट्रों को जिम्मेदार ठहराना जरुरी है: PM @narendramodi
— PMO India (@PMOIndia) June 14, 2019
SCO सदस्यों को आतंकवाद का सफाया करने के लिए SCO-RATS के तहत सहयोग की पूरी क्षमता का इस्तेमाल करना चाहिए। भारत आतंकवाद से निपटने के लिए एक अंतरर्राष्ट्रीय स्तर के सम्मेलन का आहवान करता है: PM @narendramodi
— PMO India (@PMOIndia) June 14, 2019
भारत अपने क्षेत्र में humanitarian cooperation में और disaster में फर्स्ट responder की भूमिका निभाता रहा है। हमें SCO देशों के साथ अपने अनुभव और विशेषज्ञता साझा करने में प्रसन्नता होगी। हमें Disaster Resilient Infrastructure के विषय पर विशेष ध्यान देना चाहिए: PM @narendramodi
— PMO India (@PMOIndia) June 14, 2019