Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମ୍ବିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଆଦାନ ପ୍ରଦାନ କରାଯାଇଥିବା ବୁଝାମଣା ପତ୍ର/ରାଜିନାମା ପତ୍ରର ସୂଚୀ

1

ଭୂତତ୍ତ୍ଵ ଓ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା

ମାନନୀୟ ରିଚାର୍ଡ ମୁସୁକ୍ୱା, ଖଣି ଓ ଖଣିଜ ସମ୍ପଦ ମନ୍ତ୍ରୀ

ଶ୍ରୀ ପ୍ରହଲ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ

2

ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା

ମାନନୀୟ ଯୋଶେଫ ମାଲାଞ୍ଜି, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

3

କଳା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା

ମାନନୀୟ ଯୋଶେଫ ମାଲାଞ୍ଜି, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

4

ଭାରତୀୟ ବୈଦେଶିକ ସେବା ସଂସ୍ଥାନ ଓ ଜାମ୍ବିଆର ଇନଷ୍ଟିଚ୍ୟୁଟ ଅଫ ଡିପ୍ଲୋମାସି ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ ମଧ୍ୟରେ ବୁଝାମଣା

ମାନନୀୟ ଯୋଶେଫ ମାଲାଞ୍ଜି, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

5

ଇଭିବିଏବି ନେଟୱର୍କ ପ୍ରକଳ୍ପ ନେଇ ବୁଝାମଣା

ମାନନୀୟ ଯୋଶେଫ ମାଲାଞ୍ଜି, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

6

ଭାରତ ଓ ଜାମ୍ବିଆ ନିର୍ବାଚନ କମିଶନଙ୍କ ମଧ୍ୟରେ ବୁଝାମଣା

ମାନନୀୟ ନ୍ୟାୟମୂର୍ତି ଇସାଉ ଚୁଲୁ, ଅଧ୍ୟକ୍ଷ, ନିର୍ବାଚନ କମିଶନ

ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

କ୍ରମିକ ସଂଖ୍ୟା ବୁଝାମଣା/ରାଜିନାମା/ସନ୍ଧିର ନାମ ଜାମ୍ବିଆ ପକ୍ଷ ଭାରତ ପକ୍ଷ

***