Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ବିପ୍ଳବୀ ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଭାରତୀୟ ବିପ୍ଳବୀ ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଭାରତ ମାତାଙ୍କ ବୀର ସନ୍ତାନ ଚନ୍ଦ୍ରଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି । ସେ ଜଣେ ନିର୍ଭିକ ଏବଂ ଦୃଢ଼ ନିଶ୍ଚୟୀ କ୍ରାନ୍ତିକାରୀ ଥିଲେ, ଯିଏକି ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନର ଆହୂତି ପ୍ରଦାନ କରିଥିଲେ । ତାଙ୍କ ବୀରତାର ଗାଥା ଦେଶବାସୀମାନଙ୍କ ପାଇଁ ପ୍ରେରଣାର ଏକ ସ୍ରୋତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

*******