ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ସଦ୍ୟତମ ଖବର
ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ କାଳରେ ରୁଷିଆ ଓ ଭାରତ ମଧ୍ୟରେ ସ୍ୱାକ୍ଷରିତ ବିଭିନ୍ନ ବ୍ୟବସାୟିକ ଓ ଅନ୍ୟାନ୍ୟ ବୁଝାମଣା ସୂଚୀ
05 Sep, 2019
ପ୍ରାଥମିକ ତାଲିମ ବିମାନ-
‘
ଦକ୍ଷ
’
ନିର୍ମାଣ ଏବଂ ଏହାର ଏକୀକରଣ ସକାଶେ ୟାକୋଭଲେଭ ଡ଼ିଜାଇନ ବ୍ୟୁରେ
।
ଏବଂ ଭାରତ ଆର୍ଥ ରିମୁଭର୍ସ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପ
ତ୍ର
;
ଜାରୁବେଝନେଫ୍ଟ ଏବଂ ସନ୍ ଗ୍ରୁପ୍ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ଷ୍ଟେଟ୍ ଟ୍ରେଡ଼ିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ସନ୍ ଗୋଲ୍ଡ ୟୁରେସିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ସ୍ୱୟଂଶାସିତ ଅଣ-ଲାଭଦାୟକ ସଂସ୍ଥା
‘
ଏଜେନ୍ସି ଫର୍ ଷ୍ଟ୍ରାଟେଜିକ୍ ଇନିସିଏଟିଭ
ସ
’
ଏବଂ ଗ୍ଲୋବାଲ୍ ଇଜୁକେସନ୍ ଲିଡ଼ରସିପ୍ ଫାଉଣ୍ଡେସନ୍
’
ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ସ୍କୋଲକୋଭ ଫାଉଣ୍ଡେସନ୍ ଏବଂ ଗ୍ଲୋବାଲ
ଏ
ଜୁକେଶନ୍ ଲିଡ଼ରସିପ୍ ଫାଉଣ୍ଡେସନ୍ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଜାତୀୟ କୌଶଳ ବିକାଶ ନିଗମ ଓ ମାନବ ରଚନା ବିଦ୍ୟାନ୍ତରିକ୍ଷ ପ୍ରାଇଭେଟ ଲିମିଟେଡ଼ ଏବଂ ଜେଏସସି ରୋବୋ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଫେଡ଼େରାଲ ଷ୍ଟେଟ ୟୁନିଟାରୀ ଏଣ୍ଟରପ୍ରାଇଜ୍
‘
ରୋସିୟା ସେଗୋଡ଼୍ୟାଭ୍
,
ଅନ୍ତରାଷ୍ଟ୍ରୀୟ ସୂଚନା ଏଜେନ୍ସି
,
ରୁଷିଆ ମିଡ଼ିଆ ଆଉଟଲେଟର ପ୍ରତିଷ୍ଠାତା
‘
ସ୍ପୁଟନିକ୍ ସୂଚନା ଏଜେନ୍ସି
’
ଏବଂ ଜି ମିଡ଼ିଆ କର୍ପୋରେସନ ଲିମିଟେଡ଼ର
‘
ୱିଅନ
’
ମଧ୍ୟରେ
‘
ସାଂସ୍କୃତିକ ଯୋଗାଯୋଗ
,
ସଂପର୍କ ସୁଦୃଢ଼ୀକରଣ
’
ସକାଶେ ସ୍ୱାକ୍ଷରିତ ଲେଟର ଅଫ୍ ଇଣ୍ଟେଣ୍ଟ
ଇନଭେଷ୍ଟ ଇଣ୍ଡିଆ ଏବଂ ସ୍କୋଲକୋଭ ଫାଉଣ୍ଡେସନ୍ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ରୁଷ
ଏ
ଜୁକେଶନ ପ୍ରାଇଭେଟ ଲିମିଟେଡ଼ ଓ ଦୂର ପ୍ରାଚ୍ୟ ସଂଘୀୟ ବିଶ୍ୱବିଦ୍ୟାଳୟ ଏବଂ ଦୂର ପ୍ରାଚ୍ୟ ନିବେଶ ଓ ରପ୍ତାନୀ ଏଜେନ୍ସି ମଧ୍ୟରେ ସହଯୋଗ ରାଜିନା
ମା
ଏବଂ ସଂପର୍କ ସୁଦୃଢ଼ୀକରଣ ରାଜିନାମା
ସ୍ୱୟଂଶାସିତ ସଂସ୍ଥା ଦୂର ପ୍ରାଚ୍ୟ ଇନଭେଷ୍ଟମେଣ୍ଟ ଏବଂ ଏକ୍ସପୋର୍ଟ ଏଜେନ୍ସି ତଥା ଏସ ଏ ଏସ ଫିନଇନଭେଷ୍ଟ ଏଲଏଲପି ମଧ୍ୟରେ ସହଯୋଗ ରାଜିନାମା ସ୍ୱାକ୍ଷରିତ
ସ୍ୱୟଂଶାସିତ ଅଣ-ବ୍ୟବସାୟିକ ସଂସ୍ଥା ଦୂର ପ୍ରାଚ୍ୟ ନିବେଶ ଓ ରପ୍ତାନୀ ଏଜେନ୍ସି ଏବଂ କେଜସକେ ସୁଦିମା ଏଭରଗ୍ରୀନ ପିଟିଇ ଲିମିଟେଡ଼ ଏବଂ ଜାବାଇକାଲାସ୍କି କ୍ରାଇ ସରକାରଙ୍କ ମଧ୍ୟରେ ନିବେଶ ପ୍ରକଳ୍ପ ପ୍ରବର୍ତ୍ତନ ସକାଶେ ସ୍ୱାକ୍ଷରିତ ସହଯୋଗ ରାଜିନାମା
ଦୂର ପ୍ରାଚ୍ୟ ବିଶ୍ୱବିଦ୍ୟାଳୟ ଓ ନାନ୍ଦ୍ ଆଣ୍ଡ ଜିତ୍ ଖେମକା ଫାଉଣ୍ଡେସନ ତଥା ଗ୍ଲୋବାଲ
ଏ
ଜୁକେଶନ ଆଣ୍ଡ ଲିଡ଼ରସିପ୍ ଫାଉଣ୍ଡେସନ ମଧ୍ୟରେ ମହାତ୍ମା ଗାନ୍ଧୀ
କେନ୍ଦ୍ର
ସ୍ଥାପନ ସକାଶେ ସ୍ୱାକ୍ଷରିତ ରାଜିନାମା
ଏଲଏଲସି ରାଇଟ ଏବଂ ଷ୍ଟାର ଓଭରସିଜ୍ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
ଜାତୀୟ କୌଶଳ ବିକାଶ ନିଗମ ଏବଂ ମ୍ୟାଜିକ୍ ବିଲିୟନ ଓ ଏଲଏସ- ରୁଷପାସିଫିକ୍ କର୍ପୋରେସନ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ମାଗାଦାନ କ୍ଷେତ୍ର ସରକାର ଏବଂ ଏଲଏଲସି ସନ୍ ୟୁରେସିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଜାତୀୟ ଖଣିଜ ବିକାଶ ନିଗମ ଓ ଲିମିଟେଡ଼ ଲାଏବିଲିଟି କମ୍ପାନୀ ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଏନ
ଏ
ଲସି ଇଣ୍ଡିଆ ଲିମିଟେଡ଼ ଏବଂ ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ବୁଝାମଣା
ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ଷ୍ଟୀଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ଏମଏମଟିସି ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
ଲିମିଟେଡ଼ ଲିଆବିଲିଟି କମ୍ପାନୀ ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
ଋୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ଏବଂ ୟୁପିଏଲ ଲିମିଟେଡ଼ ମଧ୍ୟରେ ରୁଷୀୟ ମହାସଂଘରେ କୃଷି ଓ ଶସ୍ୟ ସୁରକ୍ଷା ବଜାର ନିବେଶ କ୍ଷେତ୍ରରେ ସହଯୋଗ ସକାଶେ ସ୍ୱାକ୍ଷରିତ ରାଜିନାମା
ଜଏଣ୍ଟ ଷ୍ଟକ୍ କମ୍ପାନୀ
‘
ଦି ଫାର୍ ଇଷ୍ଟ୍ ଆଣ୍ଡ ବୈକାଲ ରିଜିଅନ୍ ଡ଼େଭଲପମେଣ୍ଟ ଫଣ୍ଡ
’
ଏବଂ ତାମିଲନାଡ଼ୁ ଭିତ୍ତିଭୂମି ପାଣ୍ଠି ପରିଚାଳନା ନିଗମ ମଧ୍ୟରେ ପାରସ୍ପରିକ ସହଯୋଗ (ଆର୍ଥିକ ସହଯୋଗ ଦ୍ୱାରା ରୁଷିଆର ଦୂର ପ୍ରାଚ୍ୟ ଏବଂ ଭାରତର ତାମିଲନାଡ଼ୁ ରାଜ୍ୟରେ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବା) ଲାଗି ସ୍ୱାକ୍ଷରିତ ବୁଝାମଣା ପତ୍ର
ଏଚ-ଏନର୍ଜି ଗ୍ଲୋବାଲ ଲିମିଟେଡ଼ ଏବଂ ଜଏଣ୍ଟ ଷ୍ଟକ୍ କମ୍ପାନୀ
‘
ନୋଭାଟେକ
’
ମଧ୍ୟରେ ଏଲଏନଜି କ୍ଷେତ୍ରରେ ସହଯୋଗ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଦୂର ପ୍ରାଚ୍ୟ ଫେଡ଼େରାଲ ବିଶ୍ୱବିଦ୍ୟାଳୟ (ଭ୍ଲା
ଡି
ଭୋ
ଷ୍ଟ
କ
,
ରୁଷିଆ ମହାସଂଘ) ଏବଂ ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ୍ ବିଶ୍ୱବିଦ୍ୟାଳୟ
,
ଗାନ୍ଧୀନଗର
,
ଗୁଜରାଟ
,
ଭାରତ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ପ୍ରିମୋର୍ସ୍କି କ୍ଷେତ୍ରରେ ଏଲଏଲସି କେଜିକେ ଡ଼ିଭି ନିବେଶ ପ୍ରକଳ୍ପ ପ୍ରବର୍ତ୍ତନ ସକାଶେ ସ୍ୱାକ୍ଷରିତ ସହମତ ବୁଝାମଣା
ଭୋଲଝସ୍କି ଆବ୍ରେସିଭ୍ ୱାର୍କସ୍ ଏବଂ ମୁରୁଗାପ୍ପାନ ଗ୍ରୁପ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା
ଲିମିଟେଡ଼ ଲାଏବିଲିଟି କମ୍ପାନୀ
‘
ରାଇଟ
’
ଏବଂ ରୁମାନ ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
ଷ୍ଟେଟ ଡ଼େଭଲପମେଣ୍ଟ କର୍ପୋରେସନ ଭେବ.ଆରଏଫ
,
ଜଏଣ୍ଟ ଷ୍ଟକ୍ କମ୍ପାନୀ ଜାରୁବେଝନେଫ୍ଟ
,
ହାଭେଲ ଲିମିଟେଡ଼ ଲାଏବିଲିଟି କମ୍ପାନୀ
,
ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଏବଂ ସନଗ୍ରୁପ୍ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶର ସମ୍ଭାବନା ସଂପର୍କରେ ଅନୁସନ୍ଧାନ କରିବା ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଆମିଟି ୟୁନିଭର୍ସିଟିଜ୍ ଆଣ୍ଡ ଇନଷ୍ଟିଚୁସନ୍ସ
,
ଇଣ୍ଡିଆ ଏବଂ ରୁଷିଆର ଜାବାଇକାଲସ୍କିର ନିବେଶ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଆନ୍ତର୍ଜାତିକ ବୁଝାମଣା ପତ୍ର
ଚୁକୋଟସ୍କା ସ୍ୱୟଶାସିତ କ୍ଷେତ୍ର (ଆନାଦିର
,
ରୁଷ ମହାସଂଘ) ସରକାର ଏବଂ ଆମିଟି ୟୁନିଭର୍ସିଟି (ନୂଆ ଦିଲ୍ଲୀ
,
ଭାରତ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଫେଫୁ ଟେକ୍ନୋଲୋଜି ଏଣ୍ଟରପ୍ରେନିଓରସିପ୍ ଫଣ୍ଡ (ରସକୀ ଟେକ୍ନୋପାର୍କ) ଏବଂ ଆମିଟି ୟୁନିଭର୍ସିଟି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
ଜେଏସଜି ଦୂର ପ୍ରାଚ୍ୟ ବିକାଶ ନିଗମ ଏବଂ ଲିମିଟେଡ଼ ଲାଏବିଲିଟି କମ୍ପାନୀ ଦୂର ପ୍ରାଚ୍ୟ ପ୍ରାକୃତିକ ସଂପଦ ଲିମିଟେଡ଼ (ଟାଟା ପାୱାର କମ୍ପାନୀ ଲିମିଟେଡ଼ର 100% ସହଯୋଗୀ କମ୍ପାନୀ) ମଧ୍ୟରେ ଅତ୍ୟାଧୁନିକ ସ୍ପେଶାଲ୍ ଇକୋନୋମିକ ଜୋନ୍ କାର୍ଯ୍ୟକାରୀ କରିବା ସକାଶେ ସ୍ୱାକ୍ଷରିତ ରାଜିନାମା
ବୁରୟାଟିନ ପ୍ରଜାତନ୍ତ୍ର କ୍ଷେତ୍ରରେ ପ୍ରକଳ୍ପ ପ୍ରବର୍ତ୍ତନ ଘେନି ବୁରୟାଟିନ ପ୍ରଜାତନ୍ତ୍ର ଲବଂ ଷ୍ଟାର ଓଭରସିଜ୍ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ସହମତ ବୁଝାମଣା ପତ୍ର
**************
ଲୋକପ୍ରିୟ ଖବର
୧୧ ବର୍ଷର ସମାବେଶୀ ବିକାଶ ଓ ରାଷ୍ଟ୍ରୀୟ ସଶକ୍ତିକରଣ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ
11 Jun, 2025
ମହାକୁମ୍ଭର ସମାପନ ହୋଇଛି; ‘ଏକତା ମହାଯଜ୍ଞ’ର ପରିସମାପ୍ତି ଘଟିଛି
27 Feb, 2025
ପଦ୍ମ ପୁରସ୍କାର-୨୦୨୫ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
25 Jan, 2025
ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ବଣ୍ଟନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
18 Jan, 2025
କିମ୍ବଦନ୍ତୀ ଗାୟକ ମହମ୍ମଦ ରଫିଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ସ୍ମରଣ କଲେ
24 Dec, 2024
ଅଭିନବ ଖବର
କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
12 Jul, 2026
ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
11 Jul, 2026
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ‘ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା’ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
11 Jul, 2026
ଭାରତ – ନ୍ୟୁଜିଲ୍ୟାଣ୍ଡ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
11 Jul, 2026
ଭାରତ – ନ୍ୟୁଜିଲାଣ୍ଡ ବ୍ୟବସାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
11 Jul, 2026