Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହ୍ୟୁଷ୍ଟନରେ କାଶ୍ମୀର ପଣ୍ଡିତଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେକ୍ସାସର ହ୍ୟୁଷ୍ଟନଠାରେ କାଶ୍ମୀର ପଣ୍ଡିତମାନଙ୍କର ଏକ ପ୍ରତିନିଧିମଣ୍ଡଳକୁ ଭେଟିଛନ୍ତି ।

ଆଲୋଚନା ସମୟରେ ସମୁଦାୟର ସଦସ୍ୟ ଭାରତର ପ୍ରଗତି ଏବଂ ସମସ୍ତ ଭାରତୀୟମାନଙ୍କ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଜୋରଦାର ସମର୍ଥନ କରିଥିଲେ ।

ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଥିଲେ, “ହ୍ୟୁଷ୍ଟନରେ କାଶ୍ମୀର ପଣ୍ଡିତମାନଙ୍କ ସହିତ ମୋର ବିଶେଷ ଆଲୋଚନା ହୋଇଛି ।”