Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୟନ୍ତୀ ଅବସରରେ ଡଃ ଏପିଜେ ଅବଦୁଲ କଲାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଜୟନ୍ତୀ ଅବସରରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ କଲାମ ଏକବିଂଶ ଶତାବ୍ଦୀରେ ଏକ ଶକ୍ତିଶାଳୀ ଓ ଆଧୁନିକ ଭାରତର ପରିକଳ୍ପନା କରିଥିଲେ ଏବଂ ଏହାକୁ ହାସଲ କରିବା ପାଇଁ ଜୀବନ ବ୍ୟାପୀ ପ୍ରୟାସ କରିଥିଲେ । ତାଙ୍କ ଜୀବନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପ୍ରେରଣା ।”