Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୀପାବଳି ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପବିତ୍ର ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । “ଆଲୋକର ଏହି ପର୍ବ ଆମ ସମସ୍ତଙ୍କ ଜୀବନକୁ ନୂତନ ଆଲୋକରେ ଉଜ୍ଜ୍ୱଳ କରୁ ଏବଂ ଆମ ଦେଶ ସର୍ବଦା ଆନନ୍ଦ, ସମୃଦ୍ଧି ଏବଂ ସୌଭାଗ୍ୟରେ ଆଲୋକିତ ହେଉ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।