Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୀପାବଳି ଶୁଭେଚ୍ଛା ପାଇଁ ବିଶ୍ୱବ୍ୟାପୀ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ


ଦୀପାବଳି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିବା ବିଶ୍ୱବ୍ୟାପୀ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି । ଏଥିରେ ସାମିଲ ଅଛନ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ମି. ବୋରିଶ ଜନସନ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ମି. ବେଞ୍ଜାମିନ ନେତାନ୍ୟାହୁ, ଆମେରିକାର ରାଷ୍ଟ୍ରପତି ମି. ଡୋନାଲ୍ଡ ଟ୍ରମ୍ପ, କାନାଡାର ପ୍ରଧାନମନ୍ତ୍ରୀ ମି. ଜଷ୍ଟିନ ଟ୍ରୁଡିଉ, ଇସ୍ରାଏଲର ରାଷ୍ଟ୍ରପତି ମି. ରିଉଭେନ ରିଭଲିନ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମି. ଲି ସିଏନ ଲୁଙ୍ଗ ଓ ଆମେରିକାର ଉପରାଷ୍ଟ୍ରପତି ମି. ମାଇକ ପେନ୍ସ ।

************