Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗଣିତଜ୍ଞ ଡଃ ବଶିଷ୍ଠ ନାରାୟଣ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଗଣିତଜ୍ଞ ଡଃ ବଶିଷ୍ଠ ନାରାୟଣ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ଗଣିତଜ୍ଞ ଡଃ ବଶିଷ୍ଠ ନାରାୟଣ ସିଂହଙ୍କ ବିୟୋଗରେ ସେ ଅତ୍ୟନ୍ତ ଦୁଃଖୀ । ତାଙ୍କ ବିୟୋଗରେ ଦେଶ ବିଜ୍ଞାନ କ୍ଷେତ୍ରରେ ଜଣେ ବିଶିଷ୍ଟ ପ୍ରତିଭାଙ୍କୁ ହରାଇଲା । ବିନମ୍ର ଶ୍ରଦ୍ଧାଞ୍ଜଳି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***