Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାପରିନିର୍ବାଣ ଦିବସରେ ଡ. ବାବାସାହେବ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାପରିନିର୍ବାଣ ଦିବସରରେ ଡ. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସାମାଜିକ ନ୍ୟାୟ ଲାଗି ନିଜ ଜୀବନ ସମର୍ପିତ କରିଦେଇଥିବା ପୂଜ୍ୟ ବାବାସାହେବଙ୍କୁ ତାଙ୍କର ମହାପରିନିର୍ବାଣ ଦିବସରେ କୋଟି କୋଟି ପ୍ରଣାମ । ସେ ସମ୍ବିଧାନ ରୂପରେ ଦେଶକୁ ଅଦ୍ୱିତୀୟ ଅବଦାନ ଦେଇଛନ୍ତି, ଯାହା ଗଣତନ୍ତ୍ରର ଆଧାର ସ୍ତମ୍ଭ । କୃତଜ୍ଞ ରାଷ୍ଟ୍ର ସର୍ବଦା ତାଙ୍କର ଋଣୀ ହୋଇ ରହିବ,ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********