Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନାଗାଲାଣ୍ଡ ବିଧାନସଭା ବାଚସ୍ପତି ଇଂ ବିଖୋ-ଓ-ୟହୋଶୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ନାଗାଲାଣ୍ଡ ବିଧାନସଭା ବାଚସ୍ପତି ଇଂ ବିଖୋ-ଓ-ୟହୋଶୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ନାଗାଲାଣ୍ଡ ବିଧାନସଭା ବାଚସ୍ପତି ଇଂ ବିଖୋ-ଓ-ୟହୋଶୁଙ୍କ ବିୟୋଗରେ ମର୍ମାହତ । ସେ ଥିଲେ ଉଦ୍ୟମୀ ନେତା ଯିଏକି ନାଗାଲାଣ୍ଡର ପ୍ରଗତି ପାଇଁ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ତାଙ୍କ ଆତ୍ମାର ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।