Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ


କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ ଅର୍ଥଦାନ ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।

“କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ 1.5 ମିଲିୟନ ଆମେରିକୀୟ ଡଲାର ଅର୍ଥଦାନର ଘୋଷଣା ଲାଗି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ ହସିନାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଆମମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ସହିତ ମିଳିମିଶି କାମ କରିବା ଦ୍ଵାରା କୋଭିଡ-19ର ଆହ୍ଵାନ ବିରୁଦ୍ଧରେ ଆମେ ସହଜରେ ବିଜୟ ଲାଭ କରିପାରିବା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।