Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଓଣମ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପବିତ୍ର ଓଣମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଓଣମର ଶୁଭେଚ୍ଛା । ଏହା ସ୍ନେହ ଓ ସୌହାର୍ଦ୍ଦ୍ୟର ଏକ ଅନନ୍ୟ ପର୍ବ । ଏହା ଆମ ପରିଶ୍ରମୀ କୃଷକମାନଙ୍କୁ କୃତଜ୍ଞତା ଜଣାଇବାର ଏକ ସୁଯୋଗ । ମୁଁ ସମସ୍ତଙ୍କ ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି” ।