ପିଏମଇଣ୍ଡିଆ
77 ତମ ବାର୍ଷିକ ଦିବସରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(CRPF) ଜବାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର 77 ତମ ବାର୍ଷିକ ଦିବସ ଅବସରରେ ଯବାନମାନଙ୍କ ସହନଶକ୍ତି ଏବଂ ଆମ ସୁରକ୍ଷାତନ୍ତ୍ରରେ ସେମାନଙ୍କ ପ୍ରମୁଖ ଭୂମିକାକୁ ଆମେ ଅଭିନନ୍ଦନ ଜଣାଉଛୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
On 77th Anniversary Day of @crpfindia we salute CRPF personnel for their fortitude & key role in our security system pic.twitter.com/NEzwVvoHql
— Narendra Modi (@narendramodi) July 27, 2016