ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀଙ୍କ ମେକ୍ସିକୋ ଗସ୍ତ (ଜୁନ 08,2016)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 8, 2016ରେ ମେକ୍ସିକୋ ସିଟିରେ ପହଞ୍ଚିବା କ୍ଷଣି ତାଙ୍କୁ ସେଠାକାର ଭାରତୀୟମାନେ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 8, 2016ରେ ମେକ୍ସିକୋ ସିଟିରେ ପହଞ୍ଚିବା କ୍ଷଣି ତାଙ୍କୁ ସେଠାକାର ଭାରତୀୟ ସମୁଦାୟ ସ୍ଵାଗତ କରୁଛନ୍ତି ।
ମେକ୍ସିକୋର ଲସ ପିନୋସ ସରକାରୀ ବାସଗୃହରେ ଜୁନ 8, 2016ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମେକ୍ସିକୋ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋ ମିଳିତ ଭାବେ ସାମ୍ବାଦିକଙ୍କୁ ସମ୍ବୋଧନ କରୁଛନ୍ତି ।

ମେକ୍ସିକୋର ଲସ ପିନୋସ ସରକାରୀ ବାସଗୃହରେ ଜୁନ 8, 2016ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମେକ୍ସିକୋ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋ ମିଳିତ ଭାବେ ସାମ୍ବାଦିକଙ୍କୁ ସମ୍ବୋଧନ କରିବା ଅବସରରେ ତାଙ୍କ ବିବୃତି ପ୍ରଦାନ କରୁଛନ୍ତି ।

ମେକ୍ସିକୋର ଲସ ପିନୋସ ସରକାରୀ ବାସଗୃହରେ ଜୁନ 8, 2016ରେ ମେକ୍ସିକୋ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ମେକ୍ସିକୋର ଲସ ପିନୋସ ସରକାରୀ ବାସଗୃହରେ ଜୁନ 8, 2016ରେ ଏକ ନିଭୃତ ବୈଠକରେ ମେକ୍ସିକୋ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ମେକ୍ସିକୋର ଲସ ପିନୋସ ସରକାରୀ ବାସଗୃହରେ ଜୁନ 8, 2016ରେ ମେକ୍ସିକୋ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପହାର ଆଦାନ-ପ୍ରଦାନ କରୁଛନ୍ତି ।
84531
ମେକ୍ସିକୋର ଲସ ପିନୋସ ସରକାରୀ ବାସଗୃହରେ ଜୁନ 8, 2016ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେକ୍ସିକୋ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋଙ୍କ ସହିତ ପଦଚାରଣ ଅବସରରେ ମତ ବିନିମୟ କରୁଛନ୍ତି ।

ମେକ୍ସିକୋ ସିଟିର ଏକ ଭୋଜନାଳୟରେ ଜୁନ 8, 2016ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋ ରାତ୍ରି ଭୋଜନ କରୁଛନ୍ତି ।

ମେକ୍ସିକୋ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋ ନିଜେ ମୋଟର କାର ଚଳାଇ ଜୁନ 8, 2016ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମେକ୍ସିକୋର ଶାକାହାରୀ ଖାଦ୍ୟରେ ଆପ୍ୟାୟିତ କରିବା ପାଇଁ ଏକ ଭୋଜନାଳୟକୁ ନେଉଛନ୍ତି ।
ମେକ୍ସିକୋର ଲସ ପିନୋସ ସରକାରୀ ବାସଗୃହରେ ଜୁନ 8, 2016ରେ ଏକ ନିଭୃତ ବୈଠକରେ ମେକ୍ସିକୋ ରାଷ୍ଟ୍ରପତି ମିଷ୍ଟର ଏନରିକ ପୋନ ନିଓତୋଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଞ୍ଚ-ରାଷ୍ଟ୍ରୀୟ ଗସ୍ତ ସମାପ୍ତ କରି ଜୁନ 09, 2016 ରେ ମେକ୍ସିକୋ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପ୍ରସ୍ଥାନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 9, 2016ରେ ତାଙ୍କ ପାଞ୍ଚ ଦେଶୀୟ ଗସ୍ତ ସାରି ମେକ୍ସିକୋ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।