Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋକ୍ରାଝର ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା


ଆସାମର କୋକ୍ରାଝରଠାରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ଏହାକୁ ଦୃଢ ଭାବେ ନିନ୍ଦା କରିଛନ୍ତି ।

“କୋକ୍ରାଝର ଆକ୍ରମଣ ଦୁଃଖଦ ଘଟଣା । ଆମେ ଦୃଢତାର ସହ ନିନ୍ଦା କରୁଛୁ । ସାହାସୀ ପରିବାର ତଥା ଆହତଙ୍କ ପ୍ରତି ଆମେ ଚିନ୍ତିତ ଏବଂ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।

ସ୍ଵରାଷ୍ଟ୍ର ମନ୍ତ୍ରୀ ଆସାମ ସରକାରଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ଏବଂ ସ୍ଥିତିର ତଦାରଖ କରୁଛନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।