ପିଏମଇଣ୍ଡିଆ
ଶ୍ରୀ ନରେନ୍ଦ୍ର ମୋଦୀ [ 0KB ] |
ପ୍ରଧାନମନ୍ତ୍ରୀ ଏବଂ କାର୍ମିକ ଓ ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ; ଏବଂ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ଅନ୍ୟ ସମସ୍ତ ବିଭାଗର ଦାୟିତ୍ୱ |
|
କ୍ୟାବିନେଟ ମନ୍ତ୍ରୀ |
||
| 1 | ଶ୍ରୀ ରାଜନାଥ ସିଂହ [ 0KB ] |
ପ୍ରତିରକ୍ଷା ମନ୍ତ୍ରୀ |
| 2 | ଶ୍ରୀ ଅମିତ ଶାହ [ 0KB ] |
ସ୍ୱରାଷ୍ଟ୍ର ବ୍ୟାପାର ; ଏବଂ ସମବାୟ ମନ୍ତ୍ରୀ |
| 3 | ଶ୍ରୀ ନୀତିନ ଜୟରାମ ଗଡ଼କରୀ [ 0KB ] |
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ |
| 4 | ଶ୍ରୀମତୀ ନିର୍ମଳା ସୀତାରମଣ [ 0KB ] |
ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ |
| 5 | ଶ୍ରୀ ନରେନ୍ଦ୍ର ସିଂ ତୋମର [ 0KB ] |
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ |
| 6 | ଡ଼ ସୁବ୍ରମଣ୍ୟମ ଜୟଶଙ୍କର [ 0KB ] |
ବୈଦେଶିକ ବ୍ୟାପାର ମନ୍ତ୍ରୀ |
| 7 | ଶ୍ରୀ ଅର୍ଜୁନ ମୁଣ୍ଡା [ 0KB ] |
ଆଦିବାସୀ ବ୍ୟାପାର ମନ୍ତ୍ରୀ |
| 8 | ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ [ 0KB ] |
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସଂଖ୍ୟାଲଘୁ ବ୍ୟାପାର |
| 9 | ଶ୍ରୀ ପୀୟୂଷ ଗୋଏଲ [ 0KB ] |
ବାଣିଜ୍ୟ ଏବଂ ଶିଳ୍ପ; ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ; ଏବଂ ବୟନ ଶିଳ୍ପ ମନ୍ତ୍ରୀ |
| 10 | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ [ 0KB ] |
ଶିକ୍ଷା; ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ |
| 11 | ଶ୍ରୀ ପ୍ରହ୍ଲାଦ ଯୋଶୀ [ 0KB ] |
ସଂସଦୀୟ ବ୍ୟାପାର; କୋଇଲା; ଏବଂ ଖଣି ମନ୍ତ୍ରୀ |
| 12 | ଶ୍ରୀ ନାରାୟଣ ଟାଟୁ ରାଣେ [ 0KB ] |
ଲଘୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ |
| 13 | ଶ୍ରୀ ସରବାନନ୍ଦ ସୋନୋୱାଲ [ 0KB ] |
ବନ୍ଦର, ପରିବହନ ଏବଂ ଜଳପଥ ;ଏବଂ ଆୟୁଷ ମନ୍ତ୍ରୀ |
| 14 | ଶ୍ରୀ ମୁଖତାର ଅବାସ ନକଭୀ [ 0KB ] [06.07.2022 ରେ ପଦ ଛାଡିଲେ] |
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ |
| 15 | ଡ଼ ବିରେନ୍ଦ୍ର କୁମାର [ 0KB ] |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ |
| 16 | ଶ୍ରୀ ଗିରିରାଜ ସିଂ [ 0KB ] |
ଗ୍ରାମ୍ୟ ଉନ୍ନୟନ ; ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ |
| 17 | ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍.ସିନ୍ଧିଆ [ 0KB ] |
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଇସ୍ପାତ ମନ୍ତ୍ରୀ |
| 18 | ଶ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ [06.07.2022 ରେ ପଦ ଛାଡିଲେ] |
ଇସ୍ପାତ ମନ୍ତ୍ରୀ |
| 19 | ଶ୍ରୀ ଅଶ୍ୱିନୀ ବୈଷ୍ଣବ [ 0KB ] |
ରେଳ; ଯୋଗାଯୋଗ ; ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ |
| 20 | ଶ୍ରୀ ପଶୁ ପତି କୁମାର ପାରସ [ 0KB ] |
ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ |
| 21 | ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ [ 0KB ] |
ଜଳ ଶକ୍ତି ମନ୍ତ୍ରୀ |
| 22 | ଶ୍ରୀ କିରେନ ରିଜିଜୁ [ 0KB ] |
ଆଇନ ଓ ନ୍ୟାୟ ମନ୍ତ୍ରୀ |
| 23 | ଶ୍ରୀ ରାଜ କୁମାର ସିଂ [ 0KB ] |
ଶକ୍ତି ; ଏବଂ ନବୀନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ |
| 24 | ଶ୍ରୀ ହରଦୀପ ସିଂ ପୁରୀ [ 0KB ] |
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ; ଏବଂ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ |
| 25 | ଶ୍ରୀ ମନସୁଖ ଏଲ. ମାଣ୍ଡଭୀୟ [ 0KB ] |
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ; ଏବଂ ସାର ଓ ରସାୟନ ମନ୍ତ୍ରୀ |
| 26 | ଶ୍ରୀ ଭୁପେନ୍ଦର ଯାଦବ [ 0KB ] |
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ; ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରୀ |
| 27 | ମହେନ୍ଦ୍ର ନାଥ ପାଣ୍ଡେ [ 0KB ] |
ଭାରୀ ଶିଳ୍ପ ମନ୍ତ୍ରୀ |
| 28 | ଶ୍ରୀ ପୁରୁଷୋତ୍ତମ ରୂପାଲା [ 0KB ] |
ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ମନ୍ତ୍ରୀ |
| 29 | ଶ୍ରୀ ଜି.କିଶନ ରେଡ୍ଡୀ [ 0KB ] |
ସଂସ୍କୃତି ; ପର୍ଯ୍ୟଟନ ; ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ |
| 30 | ଶ୍ରୀ ଅନୁରାଗ ସିଂ ଠାକୁର [ 0KB ] |
ସୂଚନା ଓ ପ୍ରସାରଣ ; ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
||
| 1 | ରାଓ ଇନ୍ଦରଜିତ ସିଂ [ 0KB ] |
ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ (ସ୍ୱାଧୀନ ଦାୟିତ୍ୱ) ; ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 2 | ଡ଼ ଜିତେନ୍ଦ୍ର ସିଂ [ 0KB ] |
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ; କାର୍ମିକ ବ୍ୟାପାର, ସାଧାରଣ ଅଭିଯୋଗ ଏବଂ ପେନସନ ; ପରମାଣୁ ଶକ୍ତି ବିଭାଗରେ ; ଏବଂ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ |
||
| 1 | ଶ୍ରୀପଦ ୟେସୋ ନାୟକ [ 0KB ] |
ବନ୍ଦର, ପରିବହନ ଏବଂ ଜଳପଥ ; ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ |
| 2 | ଶ୍ରୀ ଫଗନ ସିଂ କୁଲସ୍ତେ [ 0KB ] |
ଇସ୍ପାତ ; ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ |
| 3 | ଶ୍ରୀ ପ୍ରହ୍ଲାଦ ସିଂ ପଟେଲ [ 0KB ] |
ଜଳ ଶକ୍ତି ; ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
| 4 | ଶ୍ରୀ ଅଶ୍ୱିନୀ କୁମାର ଚୌବେ [ 0KB ] |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ; ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ |
| 5 | ଶ୍ରୀ ଅର୍ଜୁନ ରାମ ମେଘୱାଲ [ 0KB ] |
ସଂସଦୀୟ ବ୍ୟାପାର ; ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ |
| 6 | ଜେନେରାଲ (ସେବାନିବୃତ୍ତ) ଭି.କେ ସିଂ [ 0KB ] |
ସଡ଼କ ପରିବହନ ଏବଂ ରାଜପଥ; ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ |
| 7 | ଶ୍ରୀ କ୍ରିଷନ ପାଲ [ 0KB ] |
ଶକ୍ତି ; ଏବଂ ଭାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
| 8 | ଶ୍ରୀ ଦାନଭେ ରାଓସାହେବ ଦାଦାରାଓ [ 0KB ] |
ରେଳ ; କୋଇଲା ; ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ |
| 9 | ଶ୍ରୀ ରାମଦାସ ଅଠାୱଲେ [ 0KB ] |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
| 10 | ସାଧ୍ୱୀ ନିରଞ୍ଜନ ଜ୍ୟୋତି [ 0KB ] |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ; ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ |
| 11 | ଡ଼ ସଞ୍ଜିବ କୁମାର ବାଲ୍ୟାନ୍ [ 0KB ] |
ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ରାଷ୍ଟ୍ରମନ୍ତ୍ରୀ |
| 12 | ଶ୍ରୀ ନିତ୍ୟାନନ୍ଦ ରାୟ [ 0KB ] |
ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 13 | ଶ୍ରୀ ପଙ୍କଜ ଚୌଧରୀ [ 0KB ] |
ଅର୍ଥ ରାଷ୍ଟ୍ରମନ୍ତ୍ରୀ |
| 14 | ଶ୍ରୀମତୀ ଅନୁପ୍ରିୟା ସିଂ ପଟେଲ [ 0KB ] |
ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ |
| 15 | ପ୍ରଫେସର ଏସ୍. ପି. ସିଂ ବାଘେଲ [ 0KB ] |
ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ |
| 16 | ଶ୍ରୀ ରାଜୀବ ଚନ୍ଦ୍ରଶେଖର [ 0KB ] |
ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ; ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ |
| 17 | ସୁଶ୍ରୀ ଶୋଭା କରନ୍ଦଲାଜେ [ 0KB ] |
କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
| 18 | ଶ୍ରୀ ଭାନୁ ପ୍ରତାପ ସିଂ ବର୍ମା [ 0KB ] |
ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
| 19 | ଶ୍ରୀମତୀ ଦର୍ଶନା ବିକ୍ରମ ଜାରଡୋଶ [ 0KB ] |
ବୟନ ଶିଳ୍ପ ; ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ |
| 20 | ଶ୍ରୀ ଭି ମୁରଲୀଧରନ୍ [ 0KB ] |
ବୈଦେଶିକ ବ୍ୟାପାର ; ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 21 | ଶ୍ରୀମତୀ ମୀନାକ୍ଷୀ ଲେଖୀ [ 0KB ] |
ବୈଦେଶିକ ବ୍ୟାପାର ; ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ |
| 22 | ଶ୍ରୀ ସୋମ ପରକାଶ [ 0KB ] |
ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ |
| 23 | ଶ୍ରୀମତୀ ରେଣୁକା ସିଂ ସାରୁତା [ 0KB ] |
ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 24 | ଶ୍ରୀ ରମେଶ୍ୱର ତେଲି [ 0KB ] |
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ; ଏବଂ ଶ୍ରମ ଓ ରୋଜଗାର ରାଷ୍ଟ୍ରମନ୍ତ୍ରୀ |
| 25 | ଶ୍ରୀ କୈଳାଶ ଚୌଧରୀ [ 0KB ] |
କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
| 26 | ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ [ 0KB ] |
ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
| 27 | ଶ୍ରୀ ଏ. ନାରାୟଣସ୍ୱାମୀ [ 0KB ] |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
| 28 | ଶ୍ରୀ କୌଶଲ କିଶୋର [ 0KB ] |
ଗୃହ ଓ ନଗର ରାଷ୍ଟ୍ରମନ୍ତ୍ରୀ |
| 29 | ଶ୍ରୀ ଅଜୟ ଭଟ୍ଟ [ 0KB ] |
ପ୍ରତିରକ୍ଷା ; ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ |
| 30 | ଶ୍ରୀ ବି.ଏଲ.ବର୍ମା [ 0KB ] |
ଉତ୍ତର ପୂର୍ବାଞ୍ଚଳ ବିକାଶ ; ଏବଂ ସମବାୟ ରାଷ୍ଟ୍ରମନ୍ତ୍ରୀ |
| 31 | ଶ୍ରୀ ଅଜୟ କୁମାର [ 1981KB ] |
ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 32 | ଶ୍ରୀ ଦେବୁସିହ୍ନ ଚୌହାନ [ 0KB ] |
ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ |
| 33 | ଶ୍ରୀ ଭଗବନ୍ତ ଖୁବା [ 0KB ] |
ନବୀନ ଏବଂ ଅକ୍ଷୟ ଶକ୍ତି ; ଏବଂ ରାସାୟନିକ ଏବଂ ସାର ରାଷ୍ଟ୍ରମନ୍ତ୍ରୀ |
| 34 | ଶ୍ରୀ କପିଲ ମୋରେଶ୍ୱର ପାଟିଲ [ 0KB ] |
ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ |
| 35 | ସୁଶ୍ରୀ ପ୍ରତୀମା ଭୌମିକ [ 0KB ] |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
| 36 | ଡ଼ ସୁଭାଷ ସରକାର [ 0KB ] |
ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
| 37 | ଡ଼ ଭଗବତ କିଶନରାଓ କରଦ [ 0KB ] |
ଅର୍ଥ ରାଷ୍ଟ୍ରମନ୍ତ୍ରୀ |
| 38 | ଡ଼ ରାଜକୁମାର ରଞ୍ଜନ ସିଂ [ 0KB ] |
ବୈଦେଶିକ ବ୍ୟାପାର ; ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
| 39 | ଡ଼ ଭାରତୀ ପ୍ରବୀଣ ପାୱାର [ 0KB ] |
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
| 40 | ଶ୍ରୀ ବିଶ୍ୱେଶ୍ୱର ଟୁଡୁ [ 0KB ] |
ଆଦିବାସୀ ବ୍ୟାପାର ; ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ |
| 41 | ଶ୍ରୀ ଶାନ୍ତନୁ ଠାକୁର [ 0KB ] |
ବନ୍ଦର, ପରିବହନ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ |
| 42 | ଡ଼ ମୁନ୍ଜାପରା ମହେନ୍ଦ୍ରଭାଇ [ 0KB ] |
ମହିଳା ଓ ଶିଶୁ ବିକାଶ ; ଏବଂ ଆୟୁଷ ରାଷ୍ଟ୍ରମନ୍ତ୍ରୀ |
| 43 | ଶ୍ରୀ ଜୋନ୍ ବାର୍ଲା [ 0KB ] |
ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 44 | ଡ଼ ଏଲ୍.ମୁରୁଗନ୍ [ 0KB ] |
ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ; ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ |
| 45 | ଶ୍ରୀ ନିସିଥ ପ୍ରମାନିକ [ 0KB ] |
ସ୍ୱରାଷ୍ଟ୍ର ବ୍ୟାପାର ; ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ |
ପ୍ରଧାନମନ୍ତ୍ରୀ |
|---|---|---|
(07.09.2022 ରେ ପୃଷ୍ଠା ଶେଷଥର ପାଇଁ ଅପଡେଟ କରାଯାଇଛି)