ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ଆମ୍ମା ଦୁଇ-ଚକିଆ ସ୍କିମକୁ ଚେନ୍ନାଇରେ ଶୁଭାରମ୍ଭ କରୁଛନ୍ତି ପ୍ରଧାନମନ୍ତ୍ରୀ ( ଫେବୃୟାରୀ 24, 2018 )
ଚେନ୍ନାଇଠାରେ ଫେବୃୟାରୀ 24, 2018 ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାମିଲନାଡୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ସ୍ଵାଗତ କରୁଛନ୍ତି ।
ଚେନ୍ନାଇଠାରେ ଫେବୃୟାରୀ 24, 2018 ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ ସ୍ଵାଗତ କରୁଛନ୍ତି ।
ଚେନ୍ନାଇଠାରେ ଫେବୃୟାରୀ 24, 2018 ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ ପନୀରସେଲବମ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ 24, 2018 ରେ ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଵରୂପ ଚାରା ରୋପଣ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ, କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି ରାଧାକୃଷ୍ଣନ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ ପନୀରସେଲବମ ପ୍ରମୁଖ ମାନ୍ୟଗଣ୍ୟ ଅତିଥିବୃନ୍ଦ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ 24, 2018 ରେ ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଵରୂପ ଚାରା ରୋପଣ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ, କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି ରାଧାକୃଷ୍ଣନ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ ପନୀରସେଲବମ ପ୍ରମୁଖ ମାନ୍ୟଗଣ୍ୟ ଅତିଥିବୃନ୍ଦ ।
ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ଫେବୃୟାରୀ 24, 2018 ରେ ଆମ୍ମା ଦୁଇ-ଚକିଆ ସ୍କିମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ, କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି ରାଧାକୃଷ୍ଣନ ।
ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ଫେବୃୟାରୀ 24, 2018 ରେ ଆମ୍ମା ଦୁଇ-ଚକିଆ ସ୍କିମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ, ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ ପନୀରସେଲବମ ।
ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ଫେବୃୟାରୀ 24, 2018 ରେ ଆମ୍ମା ଦୁଇ-ଚକିଆ ସ୍କିମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ, ଏବଂ କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି ରାଧାକୃଷ୍ଣନ ।
ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ଫେବୃୟାରୀ 24, 2018 ରେ ଆମ୍ମା ଦୁଇ-ଚକିଆ ସ୍କିମର ଶୁଭାରମ୍ଭ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ, ଏବଂ କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି ରାଧାକୃଷ୍ଣନ ।
ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ଫେବୃୟାରୀ 24, 2018 ରେ ଆମ୍ମା ଦୁଇ-ଚକିଆ ସ୍କିମର ଶୁଭାରମ୍ଭ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ ପାଲାନିସ୍ଵାମୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ଫେବୃୟାରୀ 24, 2018 ରେ ଆମ୍ମା ଦୁଇ-ଚକିଆ ସ୍କିମର ଶୁଭାରମ୍ଭ କରି ଉଦ୍ବୋଧନ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ଫେବୃୟାରୀ 24, 2018 ରେ ଆମ୍ମା ଦୁଇ-ଚକିଆ ସ୍କିମର ଶୁଭାରମ୍ଭ କରି ଉଦ୍ବୋଧନ ଦେଉଛନ୍ତି ।
ଚେନ୍ନାଇର କଲାଇବାନର ଆରଙ୍ଗମଠାରେ ଫେବୃୟାରୀ 24, 2018 ରେ ଆମ୍ମା ଦୁଇ-ଚକିଆ ସ୍କିମର ଶୁଭାରମ୍ଭ କରି ଉଦ୍ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।