ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ଆର୍ଜେଣ୍ଟିନାରେ ପ୍ରଧାନମନ୍ତ୍ରୀ (ଡିସେମ୍ବର 01, 2018)
ଆର୍ଜେଣ୍ଟିନାରେ ଜି-20 ଶିଖର ବୈଠକ ଅବସରରେ ଡିସେମ୍ବର 01, 2018ରେ ବୁଏନ୍ସ ଏୟାର୍ସଠାରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମିଷ୍ଟର ମରିସିଓ ମାକ୍ରୀଙ୍କୁ ସାକ୍ଷାତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାରେ ଜି-20 ଶିଖର ବୈଠକ ଅବସରରେ ଡିସେମ୍ବର 01, 2018ରେ ବୁଏନ୍ସ ଏୟାର୍ସଠାରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମିଷ୍ଟର ମରିସିଓ ମାକ୍ରୀଙ୍କୁ ସାକ୍ଷାତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାରେ ଜି-20 ଶିଖର ବୈଠକ ଅବସରରେ ଡିସେମ୍ବର 01, 2018ରେ ବୁଏନ୍ସ ଏୟାର୍ସଠାରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମିଷ୍ଟର ମରିସିଓ ମାକ୍ରୀଙ୍କୁ ସାକ୍ଷାତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ କାଳରେ ୟୁରୋପୀୟ କମିଶନର ସଭାପତି ମିଷ୍ଟର ଜାଁ-କ୍ଲାଉଡେ ଜୁଙ୍କର ଏବଂ ୟୁରୋପୀୟ ପରିଷଦର ସଭାପତି ମିଷ୍ଟର ଡୋନାଲ୍ଡ ଟାସ୍କଙ୍କୁ ସାକ୍ଷାତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ କାଳରେ ୟୁରୋପୀୟ କମିଶନର ସଭାପତି ମିଷ୍ଟର ଜାଁ-କ୍ଲାଉଡେ ଜୁଙ୍କର ଏବଂ ୟୁରୋପୀୟ ପରିଷଦର ସଭାପତି ମିଷ୍ଟର ଡୋନାଲ୍ଡ ଟାସ୍କଙ୍କ ସହିତ ସାକ୍ଷାତ-ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ଜର୍ମାନୀର ଚାନ୍ସେଲର ଡ.ଆଞ୍ଜେଲା ମର୍କେଲଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ଜର୍ମାନୀର ଚାନ୍ସେଲର ଡ.ଆଞ୍ଜେଲା ମର୍କେଲଙ୍କ ସହ ସାକ୍ଷାତ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମିଷ୍ଟର ସାଇରିଲ ରାମାଫୋସାଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମିଷ୍ଟର ସାଇରିଲ ରାମାଫୋସାଙ୍କ ସହ ସାକ୍ଷାତ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ନେଦରଲାଣ୍ଡ୍ସର ପ୍ରଧାନମନ୍ତ୍ରୀ ମିଷ୍ଟର ମାର୍କ ରୁଟ୍ଟେଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ନେଦରଲାଣ୍ଡ୍ସର ପ୍ରଧାନମନ୍ତ୍ରୀ ମିଷ୍ଟର ମାର୍କ ରୁଟ୍ଟେଙ୍କ ସହିତ ସାକ୍ଷାତ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ସ୍ପେନର ପ୍ରଧାନମନ୍ତ୍ରୀ ମିଷ୍ଟର ପେଦ୍ରୋ ସାଞ୍ଚେଜଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ସ୍ପେନର ପ୍ରଧାନମନ୍ତ୍ରୀ ମିଷ୍ଟର ପେଦ୍ରୋ ସାଞ୍ଚେଜଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ଜାମାଇକାର ପ୍ରଧାନମନ୍ତ୍ରୀ ମିଷ୍ଟର ଆନ୍ଦୃ ହୋଲନେସଙ୍କୁ ସାକ୍ଷାତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଡିସେମ୍ବର 01, 2018ରେ ଜି-20 ଶିଖର ବୈଠକ ଅବସରରେ ଜାମାଇକାର ପ୍ରଧାନମନ୍ତ୍ରୀ ମିଷ୍ଟର ଆନ୍ଦୃ ହୋଲନେସଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 01, 2018ରେ ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ବୈଠକ ଅବସରରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମିଷ୍ଟର ଏମ୍ମାନୁଏଲ ମାକରୋଂଙ୍କୁ ଭେଟୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 01, 2018ରେ ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ବୈଠକ ଅବସରରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମିଷ୍ଟର ଏମ୍ମାନୁଏଲ ମାକରୋଂଙ୍କୁ ସାକ୍ଷାତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 01, 2018ରେ ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ବୈଠକ ଅବସରରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମିଷ୍ଟର ଏମ୍ମାନୁଏଲ ମାକରୋଂଙ୍କ ସହ ସାକ୍ଷାତ-ଆଲୋଚନା କରୁଛନ୍ତି ।
The Prime Minister, Shri Narendra Modi emplanes for Delhi from Ministro Pistarini International Airport, Buenos Aires, after attending the G20 Summit, in Argentina on December 01, 2018.
The Prime Minister, Shri Narendra Modi emplanes for Delhi from Ministro Pistarini International Airport, Buenos Aires, after attending the G20 Summit, in Argentina on December 01, 2018.