ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ଆସାମରେ ପ୍ରଧାନମନ୍ତ୍ରୀ (ମେ 26,2017)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ଦିବ୍ରୁଗଡଠାରେ ପହଞ୍ଚୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଦିବ୍ରୁଗଡଠାରେ ପହଞ୍ଚିବା କ୍ଷଣି ଆସାମର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ତାଙ୍କୁ ସ୍ଵାଗତ କରୁଛନ୍ତି ।

ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଢୋଲା-ସାଦିଆ ସେତୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଢୋଲା-ସାଦିଆ ସେତୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଢୋଲା-ସାଦିଆ ସେତୁକୁ ଉଦ୍ଘାଟନ କରି ଦେଶକୁ ସମର୍ପିତ କରୁଛନ୍ତି । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, କେନ୍ଦ୍ର ସଡକ ପରିବହନ, ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁର ପ୍ରଦର୍ଶନୀକୁ ଦେଖୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଢୋଲା-ସାଦିଆ ସେତୁର ଫଳକ ଅନାବରଣ ପୂର୍ବକ ଦେଶକୁ ସମର୍ପିତ କରୁଛନ୍ତି । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, କେନ୍ଦ୍ର ସଡକ ପରିବହନ, ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକାରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଢୋଲା-ସାଦିଆ ସେତୁ ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ତାଙ୍କୁ ଏକ ସ୍ମାରକୀ ପ୍ରଦାନ କରାଯାଉଛି । ନିକଟରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁ ରାଷ୍ଟ୍ରକୁ ସମର୍ପିତ କରିବା ପରେ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି । ନିକଟରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜେନ ଗୋହାଇଂ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁ ଦେଶକୁ ସମର୍ପିତ କରିବା ପରେ ସାଧାରଣ ସଭାରେ ଉଦ୍ବୋଧନ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁ ଦେଶକୁ ସମର୍ପିତ କରିବା ପରେ ସାଧାରଣ ସଭାରେ ଉଦ୍ବୋଧନ ଦେଉଛନ୍ତି ।
ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁ ଦେଶକୁ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, କେନ୍ଦ୍ର ସଡକ ପରିବହନ, ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକାରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।
ମେ 26, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଦ୍ଘାଟନ ହୋଇଥିବା ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁର ବାୟବୀୟ ଦୃଶ୍ୟ ।
ମେ 26, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଦ୍ଘାଟନ ହୋଇଥିବା ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁର ବାୟବୀୟ ଦୃଶ୍ୟ ।
ମେ 26, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଦ୍ଘାଟନ ହୋଇଥିବା ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁର ବାୟବୀୟ ଦୃଶ୍ୟ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଢୋଲା-ସାଦିଆ ସେତୁର ପ୍ରଦର୍ଶନୀକୁ ଦେଖୁଛନ୍ତି ।
ଆସାମର ଗୋଗମୁଖଠାରେ ମେ 26, 2017ରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଭିତ୍ତିପ୍ରସ୍ତର ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ ।
ଆସାମର ଗୋଗମୁଖଠାରେ ମେ 26, 2017ରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଭିତ୍ତିପ୍ରସ୍ତର ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।

ଆସାମର ଗୋଗମୁଖଠାରେ ମେ 26, 2017ରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଭିତ୍ତିପ୍ରସ୍ତର ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ।
ଆସାମର ଗୋଗମୁଖଠାରେ ମେ 26, 2017ରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଭିତ୍ତିପ୍ରସ୍ତର ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଭିତ୍ତିପ୍ରସ୍ତର ସମାରୋହକୁ ସମ୍ବୋଧିତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମେ 26, 2017ରେ ଆସାମର ଗୌହାଟୀଠାରେ ପହଞ୍ଚିବା କ୍ଷଣି ସ୍ଵାଗତ କରାଯାଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମେ 26, 2017ରେ ଆସାମର ଗୌହାଟୀଠାରେ ପହଞ୍ଚୁଛନ୍ତି । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।
ଆସାମର ଗୌହାଟିଠାରେ ମେ 26, 2017ରେ ଏମ୍ସ (ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)ର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ।
ଆସାମର ଗୌହାଟିଠାରେ ମେ 26, 2017ରେ ଏମ୍ସ (ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)ର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ କୁଳସ୍ତେ ଏବଂ ଶ୍ରୀମତୀ ଅନୁପ୍ରିୟା ପଟେଲ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସାମର ଗୌହାଟିଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ଵାରା ଏମ୍ସ (ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)ର ଶିଳାନ୍ୟାସ ସମାରୋହକୁ ସ୍ଵାଗତ କରାଯାଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ଗୌହାଟିଠାରେ ଏମ୍ସ (ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)ର ଆଧାରଶିଳା ରଖୁଛନ୍ତି । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଆସାମର ଗୌହାଟିଠାରେ ଫଳକ ଉନ୍ମୋଚନ ପୂର୍ବକ ଏମ୍ସ (ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)ର ଆଧାରଶିଳା ରଖୁଛନ୍ତି । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ କୁଳସ୍ତେ ଏବଂ ଶ୍ରୀମତୀ ଅନୁପ୍ରିୟା ପଟେଲ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 26, 2017ରେ ଗୌହାଟିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସମୟରେ ଆସାମର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଉଛନ୍ତି ।