ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ଇସ୍ରାଏଲରେ ପ୍ରଧାନମନ୍ତ୍ରୀ (ଜୁଲାଇ 06, 2017)
ପ୍ରଥମ ବିଶ୍ଵ ଯୁଦ୍ଧରେ ଇସ୍ରାଏଲର ହାଇଫାକୁ ମୁକ୍ତ କରି ପ୍ରାଣବଳି ଦେଇଥିବା ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜୁଲାଇ 06, 2017ରେ ହାଇଫା ଯାତ୍ରା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ରହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।

ଇସ୍ରାଏଲର ହାଇଫାଠାରେ ଜୁଲାଇ 06, 2017ରେ ଭାରତୀୟ ସୈନିକଙ୍କ ସମାଧିସ୍ଥଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । 1918ରେ ହାଇଫାକୁ ମୁକ୍ତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ଅଶ୍ଵାରୋହୀ ରେଜିମେଣ୍ଟ ।
ଇସ୍ରାଏଲର ହାଇଫାଠାରେ ଜୁଲାଇ 06, 2017ରେ ଭାରତୀୟ ସୈନିକଙ୍କ ସମାଧିସ୍ଥଳରେ ପୁଷ୍ପାର୍ଘ୍ୟ ଅର୍ପଣ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । 1918ରେ ହାଇଫାକୁ ମୁକ୍ତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ଅଶ୍ଵାରୋହୀ ରେଜିମେଣ୍ଟ ।
ଇସ୍ରାଏଲର ହାଇଫାଠାରେ ଜୁଲାଇ 06, 2017ରେ ଭାରତୀୟ ସୈନିକଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । 1918ରେ ହାଇଫାକୁ ମୁକ୍ତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ଅଶ୍ଵାରୋହୀ ରେଜିମେଣ୍ଟ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ମିଳିତ ଭାବେ ଜୁଲାଇ 06, 2017ରେ ଇସ୍ରାଏଲର ହାଇଫାଠାରେ ଭାରତୀୟ ବାହିନୀର ସ୍ମୃତି ଉଦ୍ଦେଶ୍ୟରେ ଉନ୍ମୋଚନ କରୁଛନ୍ତି ଏକ ଫଳକ । ମେଜର ଦଲପତ ସିଂହଙ୍କ ନେତୃତ୍ଵରେ ଭାରତୀୟ ବାହିନୀ ହାଇଫାକୁ ମୁକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଇସ୍ରାଏଲର ହାଇଫାଠାରେ ଜୁଲାଇ 06, 2017ରେ ଭାରତୀୟ ସମାଧିପୀଠ ନିକଟରେ ପରିଦର୍ଶକ ପୁସ୍ତିକାରେ ନିଜର ମନ୍ତବ୍ୟ ଲେଖୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ । ମେଜର ଦଲପତ ସିଂହଙ୍କ ନେତୃତ୍ଵରେ ଭାରତୀୟ ବାହିନୀ ହାଇଫାକୁ ମୁକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଇସ୍ରାଏଲର ଓଲ୍ଗା ବେଳାଭୂମିରେ ଜୁଲାଇ 06, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।

ତେଲ ଆଭିଭଠାରେ ଜୁଲାଇ 06, 2017ରେ ପ୍ରଥମ ଭାରତ-ଇସ୍ରାଏଲ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 06, 2017ରେ ଇସ୍ରାଏଲର ତେଲ ଆଭିଭଠାରେ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 06, 2017ରେ ଇସ୍ରାଏଲର ତେଲ ଆଭିଭଠାରେ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ ପରିଦର୍ଶନ କରୁଛନ୍ତି ।

ଇସ୍ରାଏଲର ତେଲ ଆଭିଭଠାରେ ଜୁଲାଇ 06, 2017ରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଇସ୍ରାଏଲର ତେଲ ଆଭିଭଠାରେ ଜୁଲାଇ 06, 2017ରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲରୁ ଜୁଲାଇ 06, 2017ରେ ଜର୍ମାନୀର ହାମବର୍ଗ ଅଭିମୁଖେ ବିମାନ ଯାତ୍ରା ସମୟରେ ବିଦାୟ ଜଣାଉଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।