ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ (ଜୁଲାଇ 28, 2018)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ ପହଞ୍ଚିବା କ୍ଷଣି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ତାଙ୍କୁ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ ପହଞ୍ଚିବା କ୍ଷଣି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ ପହଞ୍ଚିବା କ୍ଷଣି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ତାଙ୍କୁ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ସହରାଞ୍ଚଳ ବିକାଶର ଫ୍ଲାଗସିପ ମିଶନ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ସହରାଞ୍ଚଳ ବିକାଶର ଫ୍ଲାଗସିପ ମିଶନ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଶ୍ରୀ ଦୂର୍ଗା ଶଙ୍କର ମିଶ୍ର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ସହରାଞ୍ଚଳ ବିକାଶର ଫ୍ଲାଗସିପ ମିଶନ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଶ୍ରୀ ଦୂର୍ଗା ଶଙ୍କର ମିଶ୍ର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ସହରାଞ୍ଚଳ ବିକାଶର ଫ୍ଲାଗସିପ ମିଶନ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଶ୍ରୀ ଦୂର୍ଗା ଶଙ୍କର ମିଶ୍ର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ହିତାଧିକାରୀଙ୍କ ସହ ମତ ବିନିମୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ମହିଳା ସଶକ୍ତିକରଣର ସଫଳ କାହାଣୀଗୁଡିକୁ ନେଇ ଏକ କ୍ଷୁଦ୍ର ବିବରଣୀ ଉନ୍ମୋଚନ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ, ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ମନ୍ତ୍ରଣାଳୟ ସଚିବ ଶ୍ରୀ ଦୂର୍ଗା ଶଙ୍କର ମିଶ୍ର ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ପୁରସ୍କାର ପ୍ରଦାନ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ, ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମରେ ସହରାଞ୍ଚଳ ବିକାଶର ଫ୍ଲାଗସିପ ମିଶନ ଅଧୀନରେ ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ, ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଅମୃତ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନର ତୃତୀୟ ବାର୍ଷିକୀ କାର୍ଯ୍ୟକ୍ରମ ସମାବେଶକୁ ସମ୍ବୋଧିତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 28, 2018ରେ ଲକ୍ଷ୍ନୌରୁ ପ୍ରସ୍ଥାନ କରିବା ସମୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ବିଦାୟ ଜଣାଉଛନ୍ତି ।