ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
କାଜାଖସ୍ତାନରେ ପ୍ରଧାନମନ୍ତ୍ରୀ (ଜୁନ 09,2017)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାଠାରେ ସାଙ୍ଘାଇ ସହଯୋଗ ସଂଗଠନ(SCO)ର ଶିଖର ବୈଠକ ଅବସରରେ ଚୀନ ରାଷ୍ଟ୍ରପତି ମିଷ୍ଟର ଜି ଜିନଫିଙ୍ଗଙ୍କୁ ସାକ୍ଷାତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାଠାରେ ସାଙ୍ଘାଇ ସହଯୋଗ ସଂଗଠନ(SCO)ର ଶିଖର ବୈଠକ ଅବସରରେ ଚୀନ ରାଷ୍ଟ୍ରପତି ମିଷ୍ଟର ଜି ଜିନଫିଙ୍ଗଙ୍କ ସହିତ ସାକ୍ଷାତ ଆଲୋଚନା କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାଠାରେ ସାଙ୍ଘାଇ ସହଯୋଗ ସଂଗଠନ(SCO)ର ଶିଖର ବୈଠକ ଅବସରରେ ଚୀନ ରାଷ୍ଟ୍ରପତି ମିଷ୍ଟର ଜି ଜିନଫିଙ୍ଗଙ୍କ ସହିତ ସାକ୍ଷାତ ଆଲୋଚନା କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାଠାରେ ସାଙ୍ଘାଇ ସହଯୋଗ ସଂଗଠନ(SCO)ର ଶିଖର ବୈଠକ ଅବସରରେ ଉଜବେକିସ୍ତାନ ରାଷ୍ଟ୍ରପତି ମିଷ୍ଟର ଶାଭକତ ମିର୍ଜିୟୋଏଭଙ୍କୁ ସାକ୍ଷାତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାଠାରେ ସାଙ୍ଘାଇ ସହଯୋଗ ସଂଗଠନ(SCO)ର ଶିଖର ବୈଠକ ଅବସରରେ ଉଜବେକିସ୍ତାନ ରାଷ୍ଟ୍ରପତି ମିଷ୍ଟର ଶାଭକତ ମିର୍ଜିୟୋଏଭଙ୍କ ସହିତ ସାକ୍ଷାତ ଆଲୋଚନା କରୁଛନ୍ତି ।
କାଜାଖସ୍ତାନର ଅସ୍ତାନାଠାରେ ଜୁନ 09, 2017ରେ ଆଫଗାନିସ୍ତାନ ରାଷ୍ଟ୍ରପତି ଡଃ ମହମ୍ମଦ ଆଶରଫ ଘନୀ ଏବଂ ରୁଷ ରାଷ୍ଟ୍ରପତି ମିଷ୍ଟର ଭ୍ଲାଡିମିର ପୁଟିନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାଠାରେ ସାଙ୍ଘାଇ ସହଯୋଗ ସଂଗଠନ(SCO)ର ଶିଖର ବୈଠକକୁ ସମ୍ବୋଧିତ କରୁଛନ୍ତି ।

କାଜାଖସ୍ତାନର ଅସ୍ତାନାଠାରେ ଜୁନ 09, 2017ରେ ସାଙ୍ଘାଇ ସହଯୋଗ ସଂଗଠନ(SCO) ଶିଖର ବୈଠକର ପରିବର୍ଦ୍ଧିତ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
କାଜାଖସ୍ତାନର ଅସ୍ତାନାଠାରେ ଜୁନ 09, 2017ରେ ସାଙ୍ଘାଇ ସହଯୋଗ ସଂଗଠନ(SCO) ଶିଖର ବୈଠକର ପରିବର୍ଦ୍ଧିତ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
କାଜାଖସ୍ତାନର ଅସ୍ତାନାଠାରେ ଜୁନ 09, 2017ରେ ସାଙ୍ଘାଇ ସହଯୋଗ ସଂଗଠନ(SCO) ଶିଖର ବୈଠକର ପରିବର୍ଦ୍ଧିତ ଅଧିବେଶନରେ ଅଂଶଗ୍ରହଣ କରିଥିବା ନେତୃବୃନ୍ଦଙ୍କ ସହିତ ଏକ ମିଳିତ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
କାଜାଖସ୍ତାନର ଅସ୍ତାନାଠାରେ ଜୁନ 09, 2017ରେ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ବୈଠକରେ ନୂତନ ସଦସ୍ୟ ରାଷ୍ଟ୍ରଙ୍କ ଯୋଗଦାନ ପରେ ସମସ୍ତ SCO ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଏକ ମିଳିତ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାଠାରେ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ବୈଠକ ଅବସରରେ ଆଫଗାନିସ୍ତାନ ରାଷ୍ଟ୍ରପତି ଡଃ ମହମ୍ମଦ ଆଶରଫ ଘାନୀଙ୍କୁ ସାକ୍ଷାତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାଠାରେ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ବୈଠକ ଅବସରରେ ଆଫଗାନିସ୍ତାନ ରାଷ୍ଟ୍ରପତି ଡଃ ମହମ୍ମଦ ଆଶରଫ ଘାନୀଙ୍କ ସହିତ ସାକ୍ଷାତ ଆଲୋଚନା କରୁଛନ୍ତି ।
କାଜାଖସ୍ତାନର ଅସ୍ତାନାଠାରେ ଜୁନ 09, 2017ରେ ଅସ୍ତାନା EXPO 2017ର ଉଦ୍ଘାଟନ ଅବସରରେ ସାଙ୍ଘାଇ ସହଯୋଗ ସଂଗଠନ ପରିବାରର ଅନ୍ୟ ନେତୃବୃନ୍ଦଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅସ୍ତାନାଠାରେ ଜୁନ 09, 2017ରେ ଅସ୍ତାନା EXPO 2017ର ଉଦ୍ଘାଟନ ଅବସରରେ କାଜାଖସ୍ତାନ ରାଷ୍ଟ୍ରପତି ମିଷ୍ଟର ନୁରସୁଲତାନ ନଜରବାୟେଭ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୁନ 09, 2017ରେ ଅସ୍ତାନା EXPO 2017ର ଉଦ୍ଘାଟନ ଅବସରରେ କାଜାଖସ୍ତାନ ରାଷ୍ଟ୍ରପତି ମିଷ୍ଟର ନୁରସୁଲତାନ ନଜରବାୟେଭ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୁନ 09, 2017ରେ ଅସ୍ତାନା EXPO 2017ର ଉଦ୍ଘାଟନ ଅବସରରେ କାଜାଖସ୍ତାନ ରାଷ୍ଟ୍ରପତି ମିଷ୍ଟାର ନୁରସୁଲତାନ ନଜରବାୟେଭ ସ୍ଵାଗତ କରୁଛନ୍ତି ।
କାଜାଖସ୍ତାନରେ ଜୁନ 09, 2017ରେ ଅସ୍ତାନା EXPO 2017ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 09, 2017ରେ କାଜାଖସ୍ତାନର ଅସ୍ତାନାରୁ ନୂଆଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରୁଛନ୍ତି ।