ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ଗୁଜରାଟରେ ପ୍ରଧାନମନ୍ତ୍ରୀ (10 ଡ଼ିସେମ୍ବର,2016 )
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ଅହମଦାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ପହଞ୍ଚୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ଅହମଦାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ପହଞ୍ଚିବା କ୍ଷଣି ତାଙ୍କୁ ଗୁଜରାଟ ଏବଂ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ଓ.ପି.କୋହଲି ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ଅହମଦାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ସ୍ଵାଗତ କରାଯାଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ଅହମଦାବାଦସ୍ଥିତ ଦିଶା ହେଲିପେଡଠାରେ ପହଞ୍ଚିବା କ୍ଷଣି ତାଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ଵାଗତ କରୁଛନ୍ତି ।
ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଡିସେମ୍ବର ୧୦, ୨୦୧୬ରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଡିସେମ୍ବର ୧୦, ୨୦୧୬ରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ।

ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଡିସେମ୍ବର ୧୦, ୨୦୧୬ରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ।

ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଡିସେମ୍ବର ୧୦, ୨୦୧୬ରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକ ପ୍ରଦାନ କରାଯାଉଛି । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ।
ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଡିସେମ୍ବର ୧୦, ୨୦୧୬ରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକ ପ୍ରଦାନ କରାଯାଉଛି ।
ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଡିସେମ୍ବର ୧୦, ୨୦୧୬ରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକ ପ୍ରଦାନ କରାଯାଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ବନସକଣ୍ଠ ପାଲନପୁରଠାରେ କଙ୍କ୍ରେଜ ଏ-୨ ନୂତନ କ୍ଷୀର ବୋତଲ ଉନ୍ମୋଚନ କରୁଛନ୍ତି । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ବନସକଣ୍ଠ ପାଲନପୁରଠାରେ ବନସ ମହୁ ବୋତଲକୁ ଉନ୍ମୋଚନ କରୁଛନ୍ତି । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଏବଂ କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାର ଶୁଭାରମ୍ଭ ଅବସରରେ ବନସ ସମବାୟ ବ୍ୟାଙ୍କର ଇ-ବ୍ୟାଙ୍କିଙ୍ଗ ପାଇଁ ମୋବାଇଲ ଆପର ଶୁଭାରମ୍ଭ କରୁଛନ୍ତି । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାର ଉଦ୍ଘାଟନୀ ଅବସରରେ ବନସ ସମବାୟ ବ୍ୟାଙ୍କର ଇ-ବ୍ୟାଙ୍କିଙ୍ଗ ପାଇଁ ମୋବାଇଲ ଆପର ଶୁଭାରମ୍ଭ କରୁଛନ୍ତି । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମାଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଉନ୍ନତ କଙ୍କ୍ରେଜ ପଶୁପାଳନ ବିକାଶ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅବସରରେ ପୁସ୍ତକ ଉନ୍ମୋଚନ କରୁଛନ୍ତି । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଏବଂ କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମାଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ।
ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଡିସେମ୍ବର ୧୦, ୨୦୧୬ରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନାକୁ ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନା ଉଦ୍ଘାଟନୀ ସମାବେଶକୁ ସମ୍ବୋଧିତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନା ଉଦ୍ଘାଟନୀ ପରେ ଦିଶାରୁ ପ୍ରସ୍ଥାନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ବନସକଣ୍ଠ ପାଲନପୁରଠାରେ ଅମୂଲ ଛେନା ଏବଂ ଛେନାପାଣି ସୁଖାଇବା କାରଖାନା ଉଦ୍ଘାଟନୀ ପରେ ଦିଶାରୁ ପ୍ରସ୍ଥାନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ଗାନ୍ଧୀନଗରଠାରେ ପହଞ୍ଚିବା କ୍ଷଣି ତାଙ୍କୁ ସ୍ଵାଗତ କରାଯାଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦, ୨୦୧୬ରେ ଗୁଜରାଟର ଗାନ୍ଧୀନଗରଠାରେ ପହଞ୍ଚିବା କ୍ଷଣି ତାଙ୍କୁ ସ୍ଵାଗତ କରାଯାଉଛି । ନିକଟରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ।