ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ଗୁଜରାଟରେ ପ୍ରଧାନମନ୍ତ୍ରୀ (ମେ 22,2017)
ଗୁଜରାଟକୁ ମେ 22, 2017 ରେ ଦୁଇ-ଦିନିଆ ଗସ୍ତରେ ଯାଇ କଚ୍ଛଠାରେ ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରାଯାଉଛି ।
ଗୁଜରାଟର କଚ୍ଛ ଜିଲ୍ଲାର ଭୁଜଠାରେ ମେ 22, 2017 ରେ ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଉଛି ।
ଗୁଜରାଟର ଗାନ୍ଧିଧାମସ୍ଥିତ କାଣ୍ଡଲା ବନ୍ଦରଠାରେ ମେ 22, 2017 ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ ଏବଂ କେନ୍ଦ୍ର ଜାହାଜ ଚଳାଚଳ ସଚିବ ଶ୍ରୀ ରାଜୀବ କୁମାର ।
ଗୁଜରାଟର ଗାନ୍ଧିଧାମସ୍ଥିତ କାଣ୍ଡଲା ବନ୍ଦରଠାରେ ମେ 22, 2017 ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭିୟା, ଅନ୍ୟତମ କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ ।

ଗୁଜରାଟର ଗାନ୍ଧିଧାମସ୍ଥିତ କାଣ୍ଡଲା ବନ୍ଦରଠାରେ ମେ 22, 2017 ଡିଜିଟାଲ ପଦ୍ଧତିରେ ଚତୁର୍ଦ୍ଦଶ ଓ ଷୋଡଶ ସାଧାରଣ ମାଲ ପରିବହନ (Cargo) ବର୍ଥର ଆଧାରଶିଳା ରଖୁଛନ୍ତି । ନିକଟରେ ଅଛନ୍ତି କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭିୟା, ଅନ୍ୟତମ କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ ଏବଂ କେନ୍ଦ୍ର ଜାହାଜ ଚଳାଚଳ ସଚିବ ଶ୍ରୀ ରାଜୀବ କୁମାର ।

ଗୁଜରାଟର ଗାନ୍ଧିଧାମସ୍ଥିତ କାଣ୍ଡଲା ବନ୍ଦରଠାରେ ମେ 22, 2017 ଡିଜିଟାଲ ପଦ୍ଧତିରେ ଡଃ ବାବାସାହେବ ଆମ୍ବେଦକର ସମ୍ମିଳନୀ କେନ୍ଦ୍ର ନିର୍ମାଣର ଆଧାରଶିଳା ରଖୁଛନ୍ତି । ନିକଟରେ ଅଛନ୍ତି କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭିୟା, ଅନ୍ୟତମ କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ ଏବଂ କେନ୍ଦ୍ର ଜାହାଜ ଚଳାଚଳ ସଚିବ ଶ୍ରୀ ରାଜୀବ କୁମାର ।
ଗୁଜରାଟର ଗାନ୍ଧିଧାମସ୍ଥିତ କାଣ୍ଡଲା ବନ୍ଦରଠାରେ ମେ 22, 2017 ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ନିଜର ଅଭିଭାଷଣ ରଖୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଗୁଜରାଟର ଗାନ୍ଧିଧାମସ୍ଥିତ କାଣ୍ଡଲା ବନ୍ଦରଠାରେ ମେ 22, 2017 ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ନିଜର ଅଭିଭାଷଣ ରଖୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଗୁଜରାଟର ବଚାଉଠାରେ ମେ 22, 2017ରେ ତପ୍ପାର ବନ୍ଧକୁ ନର୍ମଦା ନଦୀର ଜଳ ନିଷ୍କାସନ ଲାଗି ଉଦ୍ଦିଷ୍ଟ ପମ୍ପ ଷ୍ଟେସନକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଗୁଜରାଟର ବଚାଉଠାରେ ମେ 22, 2017ରେ ତପ୍ପାର ବନ୍ଧକୁ ନର୍ମଦା ନଦୀର ଜଳ ନିଷ୍କାସନ ଲାଗି ଉଦ୍ଦିଷ୍ଟ ପମ୍ପ ଷ୍ଟେସନକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ ଓ ଅନ୍ୟ ଗଣମାନ୍ୟ ଅତିଥିବୃନ୍ଦ ।
ଗୁଜରାଟର ବଚାଉଠାରେ ମେ 22, 2017ରେ ତପ୍ପାର ବନ୍ଧକୁ ନର୍ମଦା ନଦୀର ଜଳ ନିଷ୍କାସନ ଲାଗି ଉଦ୍ଦିଷ୍ଟ ପମ୍ପ ଷ୍ଟେସନକୁ ଫଳକ ଅନାବରଣ ସହ ଉଦ୍ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ ଏବଂ ଅନ୍ୟ ଗଣମାନ୍ୟ ଅତିଥିବୃନ୍ଦ ।
ଗୁଜରାଟର ବଚାଉଠାରେ ମେ 22, 2017ରେ ନବନିର୍ମିତ ପମ୍ପ ଷ୍ଟେସନ ଜରିଆରେ ନର୍ମଦା ନଦୀର ଜଳକୁ ତପ୍ପାର ବନ୍ଧକୁ ନିଷ୍କାସନ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ ଏବଂ ଅନ୍ୟ ଗଣମାନ୍ୟ ଅତିଥିବୃନ୍ଦ ।
ଗୁଜରାଟର ବଚାଉଠାରେ ମେ 22, 2017ରେ ନବନିର୍ମିତ ପମ୍ପ ଷ୍ଟେସନ ଜରିଆରେ ନର୍ମଦା ନଦୀର ଜଳକୁ ତପ୍ପାର ବନ୍ଧକୁ ନିଷ୍କାସନ କରିବା ପରେ ଏକ ଜନସଭାକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଗୁଜରାଟର ବଚାଉଠାରେ ମେ 22, 2017ରେ ନବ ଉଦ୍ଘାଟିତ ପମ୍ପ ଷ୍ଟେସନ ଜରିଆରେ ନର୍ମଦା ନଦୀର ଜଳକୁ ତପ୍ପାର ବନ୍ଧକୁ ନିଷ୍କାସନ କରିବା ପରେ ଏକ ଜନସଭାକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଗୁଜରାଟର କଚ୍ଛ ଜିଲ୍ଲାର ଭୁଜରୁ ମେ 22, 2017ରେ ଅହମଦାବାଦ ଅଭିମୁଖେ ପ୍ରସ୍ଥାନ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ ।
ଗୁଜରାଟର କଚ୍ଛ ଜିଲ୍ଲାର ଭୁଜରୁ ମେ 22, 2017ରେ ଅହମଦାବାଦ ଅଭିମୁଖେ ପ୍ରସ୍ଥାନ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଗୁଜରାଟର ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ମେ 22, 2017 ରେ ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରାଯାଉଛି ।
ଗୁଜରାଟର ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ମେ 22, 2017 ରେ ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରାଯାଉଛି । ନିକଟରେ ଅଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ।