ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ତାମିଲନାଡୁରେ ପ୍ରଧାନମନ୍ତ୍ରୀ (ମାର୍ଚ୍ଚ 06, 2019)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 06, 2019ରେ କାଞ୍ଚୀପୁରମଠାରେ ସଡକପଥ, ରେଳପଥ ଓ ଶକ୍ତି କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ ଅନାବରଣ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପଲାନିସ୍ଵାମୀ, କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 06, 2019ରେ କାଞ୍ଚୀପୁରମଠାରେ ସଡକପଥ, ରେଳପଥ ଓ ଶକ୍ତି କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ ଅନାବରଣ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପଲାନିସ୍ଵାମୀ, କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
କାଞ୍ଚୀପୁରମଠାରେ ମାର୍ଚ୍ଚ 06, 2019ରେ ସଡକପଥ, ରେଳପଥ ଓ ଶକ୍ତି କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ ଅନାବରଣ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପଲାନିସ୍ଵାମୀ ଏବଂ କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ ।
କାଞ୍ଚୀପୁରମଠାରେ ମାର୍ଚ୍ଚ 06, 2019ରେ ସଡକପଥ, ରେଳପଥ ଓ ଶକ୍ତି କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ ଅନାବରଣ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପଲାନିସ୍ଵାମୀ, କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ ଏବଂ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ. ପନିରସେଲଭମ ।
କାଞ୍ଚୀପୁରମଠାରେ ମାର୍ଚ୍ଚ 06, 2019ରେ ଭିଡିଓ ଲିଙ୍କ ମାଧ୍ୟମରେ ଚେନ୍ନାଇର ଡଃ ଏମ.ଜି.ଆର. ଜାନକୀ କଳା ଓ ବିଜ୍ଞାନ ମହିଳା ମହାବିଦ୍ୟାଳୟଠାରେ ଡଃ ଏମ.ଜି. ରାମଚନ୍ଦ୍ରନଙ୍କ ପ୍ରତିମୂର୍ତ୍ତି ଅନାବରଣ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପଲାନିସ୍ଵାମୀ, କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ ଏବଂ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ. ପନିରସେଲଭମ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 06, 2019ରେ କାଞ୍ଚୀପୁରମରୁ ଭିଡିଓ ଲିଙ୍କ ମାଧ୍ୟମରେ ଚେନ୍ନାଇର ଡଃ ଏମ.ଜି.ଆର. ଜାନକୀ କଳା ଓ ବିଜ୍ଞାନ ମହିଳା ମହାବିଦ୍ୟାଳୟଠାରେ ଡଃ ଏମ.ଜି. ରାମଚନ୍ଦ୍ରନଙ୍କ ପ୍ରତିମୂର୍ତ୍ତି ଅନାବରଣ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପଲାନିସ୍ଵାମୀ, କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ ଏବଂ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ. ପନିରସେଲଭମ ।