ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ନେପାଳରେ ପ୍ରଧାନମନ୍ତ୍ରୀ (ଅଗଷ୍ଟ 31, 2018)
ନେପାଳର କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ନେତୃମଣ୍ଡଳୀଙ୍କ ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବିମଷ୍ଟେକ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 31, 2018ରେ ନେପାଳର କାଠମାଣ୍ଡୁଠାରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ମିଷ୍ଟର ପ୍ରୟୁତ ଚାଂ-ଓ-ଚାଙ୍କୁ ସାକ୍ଷାତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 31, 2018ରେ ନେପାଳର କାଠମାଣ୍ଡୁଠାରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ମିଷ୍ଟର ପ୍ରୟୁତ ଚାଂ-ଓ-ଚାଙ୍କ ସହ ସାକ୍ଷାତ ଆଲୋଚନା କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 31, 2018ରେ ନେପାଳର କାଠମାଣ୍ଡୁଠାରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ମିଆଁମାର ରାଷ୍ଟ୍ରପତି ମିଷ୍ଟର ୱିନ ମିଣ୍ଟଙ୍କୁ ସାକ୍ଷାତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 31, 2018ରେ ନେପାଳର କାଠମାଣ୍ଡୁଠାରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ମିଆଁମାର ରାଷ୍ଟ୍ରପତି ମିଷ୍ଟର ୱିନ ମିଣ୍ଟଙ୍କୁ ସାକ୍ଷାତ କରୁଛନ୍ତି ।
ନେପାଳରେ ଅଗଷ୍ଟ 31, 2018ରେ ବିମଷ୍ଟେକ ଶିଖର ସମ୍ମିଳନୀର ସ୍ଵାକ୍ଷର ସମାରୋହ ଏବଂ କାଠମାଣ୍ଡୁ ଘୋଷଣାନାମାକୁ ସ୍ଵୀକୃତି ଦେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ନେପାଳରେ ଅଗଷ୍ଟ 31, 2018ରେ ବିମଷ୍ଟେକ ଶିଖର ସମ୍ମିଳନୀର ସ୍ଵାକ୍ଷର ସମାରୋହ ଏବଂ କାଠମାଣ୍ଡୁ ଘୋଷଣାନାମାକୁ ସ୍ଵୀକୃତି ଦେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବିମଷ୍ଟେକର ଅନ୍ୟ ନେତୃମଣ୍ଡଳୀ ।
ନେପାଳର କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଏକ ସମୂହ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବିମଷ୍ଟେକର ଅନ୍ୟ ନେତୃମଣ୍ଡଳୀ ।
ନେପାଳର କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଏକ ସମୂହ ଫଟୋରେ ବିଭାଗୀୟ ମନ୍ତ୍ରଣାଳୟ ପ୍ରମୁଖମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବିମଷ୍ଟେକର ଅନ୍ୟ ନେତୃମଣ୍ଡଳୀ ।
ନେପାଳର କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଏକ ସମୂହ ଫଟୋରେ ବିଭାଗୀୟ ମନ୍ତ୍ରଣାଳୟ ପ୍ରମୁଖ ଓ ବରିଷ୍ଠ ପଦାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବିମଷ୍ଟେକର ଅନ୍ୟ ନେତୃମଣ୍ଡଳୀ ।
ନେପାଳର କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁଟାନର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଦାଶୋ ଶେରିଙ୍ଗ ୱାଙ୍ଗଚୁକଙ୍କୁ ଭେଟୁଛନ୍ତି ।
ନେପାଳର କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଭୁଟାନର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଦାଶୋ ଶେରିଙ୍ଗ ୱାଙ୍ଗଚୁକଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ନେପାଳର କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଭୁଟାନର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଦାଶୋ ଶେରିଙ୍ଗ ୱାଙ୍ଗଚୁକଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି.ଶର୍ମା ଓଲିଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି.ଶର୍ମା ଓଲିଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
କାଠମାଣ୍ଡୁଠାରେ ଅଗଷ୍ଟ 31, 2018ରେ ଭାରତ-ନେପାଳ ମଧ୍ୟରେ ବୁଝାମଣା ଆଦାନ ପ୍ରଦାନ ଅବସରରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି.ଶର୍ମା ଓଲି ।
କାଠମାଣ୍ଡୁର ତିଲଗଙ୍ଗାଠାରେ ଅଗଷ୍ଟ 31, 2018ରେ ପଶୁପତି ନାଥ ଧର୍ମଶାଳାକୁ ମିଳିତ ଭାବେ ଉଦ୍ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି.ଶର୍ମା ଓଲି ।
କାଠମାଣ୍ଡୁର ତିଲଗଙ୍ଗାଠାରେ ଅଗଷ୍ଟ 31, 2018ରେ ପଶୁପତି ନାଥ ଧର୍ମଶାଳାକୁ ମିଳିତ ଭାବେ ଉଦ୍ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି.ଶର୍ମା ଓଲି ।
କାଠମାଣ୍ଡୁର ତିଲଗଙ୍ଗାଠାରେ ଅଗଷ୍ଟ 31, 2018ରେ ପଶୁପତି ନାଥ ଧର୍ମଶାଳାର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି.ଶର୍ମା ଓଲି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 31, 2018ରେ କାଠମାଣ୍ଡୁର ତିଲଗଙ୍ଗାଠାରେ ପଶୁପତି ନାଥ ଧର୍ମଶାଳାର ଉଦ୍ଘାଟନ ଅବସରରେ ସମ୍ବୋଧନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 31, 2018ରେ କାଠମାଣ୍ଡୁର ତିଲଗଙ୍ଗାସ୍ଥିତ ପଶୁପତି ନାଥ ମନ୍ଦିର ପରିଦର୍ଶନ କରୁଛନ୍ତି ।
ନେପାଳର କାଠମାଣ୍ଡୁକୁ ଦୁଇ ଦିନିଆ ଗସ୍ତ ଶେଷକରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 31, 2018ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପାଇଁ ବିମାନ ଆରୋହଣ କରୁଛନ୍ତି ।