ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ପଞ୍ଜାବର ଲୁଧିଆନାରେ ପ୍ରଧାନମନ୍ତ୍ରୀ (ଅକ୍ଟୋବର 18, 2016)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ପହଞ୍ଚିବା କ୍ଷଣି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଜୟ ସାମ୍ପଲା ତାଙ୍କୁ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ଜାତୀୟ MSME ପୁରସ୍କାର ପୂର୍ବରୁ ଚରଖା ବଣ୍ଟନ ଉତ୍ସବରେ ମହିଳାମାନଙ୍କୁ ଚରଖା ପ୍ରଦାନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ଜାତୀୟ MSME ପୁରସ୍କାର ପୂର୍ବରୁ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଅଛନ୍ତି କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଜୟ ସାମ୍ପଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ଜାତୀୟ MSME ପୁରସ୍କାର ପୂର୍ବରୁ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଅଛନ୍ତି କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ଜାତୀୟ MSME ପୁରସ୍କାର ପୂର୍ବରୁ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଅଛନ୍ତି କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଜୟ ସାମ୍ପଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ଜାତୀୟ MSME ପୁରସ୍କାର ପୂର୍ବରୁ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ଜାତୀୟ MSME ପୁରସ୍କାର ପୂର୍ବରୁ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ପହଞ୍ଚିବା କ୍ଷଣି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ତାଙ୍କୁ ସ୍ଵାଗତ କରୁଛନ୍ତି । ନିକଟରେ ଅଛନ୍ତି କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ଜାତୀୟ MSME ପୁରସ୍କାର ଉତ୍ସବକୁ ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅକ୍ଟୋବର 18, 2016ରେ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ)ଠାରେ ଜାତୀୟ MSME ପୁରସ୍କାର ଉତ୍ସବରେ ତାଙ୍କ ପ୍ରତିଛବିକୁ ସ୍ମାରକୀ ଭାବେ ପ୍ରଦାନ କରାଯାଉଛି ।
ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ।
ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଏବଂ ଶକ୍ତି, କୋଇଲା, ନୂତନ ଓ ଅକ୍ଷୟ ଶକ୍ତି ତଥା ଖଣି (ସ୍ଵାଧୀନ) ରାଷ୍ଟ୍ରମନ୍ତି ଶ୍ରୀ ପିୟୁଷ ଗୋଏଲ ।
ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ।
ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ SC/ST ହବ ଏବଂ Zero Defect Zero Effect ଯୋଜନାର ଶୁଭାରମ୍ଭ କରୁଛନ୍ତି । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ।
ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ SC/ST ହବ ଏବଂ Zero Defect Zero Effect ଯୋଜନାର ଶୁଭାରମ୍ଭ କରୁଛନ୍ତି । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ, କେନ୍ଦ୍ର ମନ୍ତ୍ରୀଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଏକ ଉତ୍ସବରେ ବିଜେତାଙ୍କୁ ଜାତୀୟ MSME ପୁରସ୍କାର ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଏକ ଉତ୍ସବରେ ବିଜେତାଙ୍କୁ ଜାତୀୟ MSME ପୁରସ୍କାର ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଏବଂ କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଏକ ଉତ୍ସବରେ ବିଜେତାଙ୍କୁ ଜାତୀୟ MSME ପୁରସ୍କାର ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ପ୍ରଦାନ ଉତ୍ସବରେ ସମ୍ବୋଧନ କରୁଛନ୍ତି । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଜୟ ସାମ୍ପଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ପ୍ରଦାନ ଉତ୍ସବରେ ସମ୍ବୋଧନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ପ୍ରଦାନ ଉତ୍ସବରେ ସମ୍ବୋଧନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ପ୍ରଦାନ ଉତ୍ସବରେ ସମ୍ବୋଧନ କରୁଛନ୍ତି । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଏବଂ ଶକ୍ତି, କୋଇଲା, ନୂତନ ଓ ଅକ୍ଷୟ ଶକ୍ତି ତଥା ଖଣି (ସ୍ଵାଧୀନ) ରାଷ୍ଟ୍ରମନ୍ତି ଶ୍ରୀ ପିୟୁଷ ଗୋଏଲ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଧିଆନାର ପଞ୍ଜାବ କୃଷି ବିଶ୍ଵବିଦ୍ୟାଳୟ (ପିଏୟୁ) ଠାରେ ଅକ୍ଟୋବର 18, 2016ରେ ଜାତୀୟ MSME ପୁରସ୍କାର ପ୍ରଦାନ ଉତ୍ସବରେ ସମ୍ବୋଧନ କରୁଛନ୍ତି । ନିକଟରେ ଅଛନ୍ତି ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଶ୍ରୀ ଭି.ପି.ସିଂହ ବଦନୋର, କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଜୟ ସାମ୍ପଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ନୂଆଦିଲ୍ଲୀ ଅଭିମୁଖେ ପଞ୍ଜାବର ଲୁଧିଆନାରୁ ପ୍ରସ୍ଥାନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 18, 2016ରେ ନୂଆଦିଲ୍ଲୀ ଅଭିମୁଖେ ପଞ୍ଜାବର ଲୁଧିଆନାରୁ ପ୍ରସ୍ଥାନ କରୁଛନ୍ତି ।