ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ (ମେ’ 25,2018)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ’ 25, 2018ରେ ପଶ୍ଚିମବଙ୍ଗରେ ପହଞ୍ଚୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ’ 25, 2018ରେ ପଶ୍ଚିମବଙ୍ଗରେ ପହଞ୍ଚିବା କ୍ଷଣି ସେଠାକାର ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀ ଏବଂ ରାଜ୍ୟ ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ତାଙ୍କୁ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ’ 25, 2018ରେ ଶାନ୍ତିନିକେତନଠାରେ ପହଞ୍ଚିବା କ୍ଷଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ଵାଗତ କରୁଛନ୍ତି ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା ମେ’ 25, 2018ରେ ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ଵାଗତ କରୁଛନ୍ତି ।
ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ମେ’ 25, 2018ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ।
ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ମେ’ 25, 2018ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ମେ’ 25, 2018ରେ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀ, ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।

The Prime Minister, Shri Narendra Modi addressing at the Convocation of Visva-Bharati University, at Santi Niketan, in West Bengal on May 25, 2018.
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ’ 25, 2018ରେ ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରୁଛନ୍ତି । ନିକଟରେ ଅଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା, ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା ମେ’ 25, 2018ରେ ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ପରିଦର୍ଶକ ପୁସ୍ତିକାରେ ଟିପ୍ପଣୀ ଲେଖୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା ମେ’ 25, 2018ରେ ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ବାଂଲାଦେଶ ଭବନକୁ ମିଳିତ ଭାବେ ଉଦ୍ଘାଟନ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା ମେ’ 25, 2018ରେ ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ବାଂଲାଦେଶ ଭବନକୁ ମିଳିତ ଭାବେ ଉଦ୍ଘାଟନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା ମେ’ 25, 2018ରେ ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ବାଂଲାଦେଶ ଭବନକୁ ମିଳିତ ଭାବେ ଉଦ୍ଘାଟନ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ।
ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ମେ’ 25, 2018ରେ ବାଂଲାଦେଶ ଭବନ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା ।
ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ମେ’ 25, 2018ରେ ବାଂଲାଦେଶ ଭବନ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହାସିନା । ନିକଟରେ ଉପସ୍ଥିତ ଅଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀ, ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ମେ’ 25, 2018ରେ ବାଂଲାଦେଶ ଭବନ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମାବେଶକୁ ସମ୍ବୋଧିତ କରୁଛନ୍ତି ।
ପଶ୍ଚିମବଙ୍ଗର ଶାନ୍ତିନିକେତନଠାରେ ମେ’ 25, 2018ରେ ବାଂଲାଦେଶ ଭବନ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମାବେଶକୁ ସମ୍ବୋଧିତ କରୁଛନ୍ତି ।