ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି (ସେପ୍ଟେମ୍ବର 20, 2018)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 20, 2018ରେ ନୂଆଦିଲ୍ଲୀର ଦ୍ଵାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ଏକ୍ସପୋ କେନ୍ଦ୍ରର ଆଧାରଶିଳା ରଖିବା ପାଇଁ ସମାରୋହ ସ୍ଥଳକୁ ବିମାନବନ୍ଦରରୁ ଏକ୍ସପ୍ରେସ୍ସ ମେଟ୍ରୋ ଯୋଗେ ଯାତ୍ରା କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 20, 2018ରେ ନୂଆଦିଲ୍ଲୀର ଦ୍ଵାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ଏକ୍ସପୋ କେନ୍ଦ୍ରର ଆଧାରଶିଳା ରଖିବା ପାଇଁ ବିମାନବନ୍ଦରରୁ ଏକ୍ସପ୍ରେସ୍ସ ମେଟ୍ରୋ ଯୋଗେ ସମାରୋହ ସ୍ଥଳକୁ ଯାତ୍ରା କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 20, 2018ରେ ନୂଆଦିଲ୍ଲୀର ଦ୍ଵାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ଏକ୍ସପୋ କେନ୍ଦ୍ରର ଆଧାରଶିଳା ରଖିବା ପାଇଁ ବିମାନବନ୍ଦରରୁ ଏକ୍ସପ୍ରେସ୍ସ ମେଟ୍ରୋ ଯୋଗେ ସମାରୋହ ସ୍ଥଳକୁ ଯାତ୍ରା କରୁଛନ୍ତି ।
ନୂଆଦିଲ୍ଲୀର ଦ୍ଵାରକାଠାରେ ସେପ୍ଟେମ୍ବର 20, 2018ରେ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ଏକ୍ସପୋ କେନ୍ଦ୍ରର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁ, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ ଶିଳ୍ପ ନୀତି ଓ ବିକାଶ ବିଭାଗ ସଚିବ ଶ୍ରୀ ରମେଶ ଅଭିଷେକ ।
ନୂଆଦିଲ୍ଲୀର ଦ୍ଵାରକାଠାରେ ସେପ୍ଟେମ୍ବର 20, 2018ରେ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ଏକ୍ସପୋ କେନ୍ଦ୍ରର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ କେନ୍ଦ୍ର ଖାଉଟୀ କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି.ଆର.ଚୌଧୁରୀ । ।
ନୂଆଦିଲ୍ଲୀର ଦ୍ଵାରକାଠାରେ ସେପ୍ଟେମ୍ବର 20, 2018ରେ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ଏକ୍ସପୋ କେନ୍ଦ୍ରର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 20, 2018ରେ ନୂଆଦିଲ୍ଲୀର ଦ୍ଵାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ଏକ୍ସପୋ କେନ୍ଦ୍ରର ଆଧାରଶିଳା ରଖୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁ, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, କେନ୍ଦ୍ର ଖାଉଟୀ କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି.ଆର.ଚୌଧୁରୀ ଏବଂ ଶିଳ୍ପ ନୀତି ଓ ବିକାଶ ବିଭାଗ ସଚିବ ଶ୍ରୀ ରମେଶ ଅଭିଷେକ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 20, 2018ରେ ନୂଆଦିଲ୍ଲୀର ଦ୍ଵାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 20, 2018ରେ ନୂଆଦିଲ୍ଲୀର ଦ୍ଵାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 20, 2018ରେ ନୂଆଦିଲ୍ଲୀର ଦ୍ଵାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରୁଛନ୍ତି ।