ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ପୁନେରେ ସ୍ମାର୍ଟ ସିଟି ମିଶନ ଉଦ୍ଘାଟନ କଲେ (ଜୁନ 25,2016)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 25, 2016ରେ ମହାରାଷ୍ଟ୍ରର ପୁନେଠାରେ ପହଞ୍ଚିବା କ୍ଷଣି ସେଠାକାର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ ତାଙ୍କୁ ସ୍ଵାଗତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 25, 2016ରେ ପୁନେଠାରେ ଆୟୋଜିତ ସ୍ମାର୍ଟ ସିଟି ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଅଛନ୍ତି କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 25, 2016ରେ ପୁନେଠାରେ ଆୟୋଜିତ ସ୍ମାର୍ଟ ସିଟି ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 25, 2016ରେ ପୁନେଠାରେ ଆୟୋଜିତ ସ୍ମାର୍ଟ ସିଟି ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ସ୍ମାର୍ଟ ନେଟ ପୋର୍ଟାଲ, ପୁନେ ସ୍ମାର୍ଟ ସିଟି ପ୍ରକଳ୍ପର ଶୁଭାରମ୍ଭ ଏବଂ “Make Your City SMART” ପ୍ରତିଯୋଗିତା ଆରମ୍ଭ କରୁଛନ୍ତି । ନିକଟରେ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ସ୍ମାର୍ଟ ସିଟି ମିଶନ ପ୍ରକଳ୍ପସମୂହର ଶୁଭାରମ୍ଭ ଅବସରରେ ଉଦ୍ବୋଧନ ଦେଉଛନ୍ତି । ନିକଟରେ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ସ୍ମାର୍ଟ ସିଟି ମିଶନ ପ୍ରକଳ୍ପସମୂହର ଶୁଭାରମ୍ଭ ଅବସରରେ ଉଦ୍ବୋଧନ ଦେଉଛନ୍ତି । ନିକଟରେ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାବିସ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ସ୍ମାର୍ଟ ସିଟି ମିଶନ ପ୍ରକଳ୍ପସମୂହର ଶୁଭାରମ୍ଭ ଅବସରରେ ଉଦ୍ବୋଧନ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ସ୍ମାର୍ଟ ସିଟି ମିଶନ ପ୍ରକଳ୍ପସମୂହର ଶୁଭାରମ୍ଭ ଅବସରରେ ଉଦ୍ବୋଧନ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ସ୍ମାର୍ଟ ସିଟି ମିଶନ ପ୍ରକଳ୍ପସମୂହର ଶୁଭାରମ୍ଭ ଅବସରରେ ବିଶାଖପାଟଣାମରେ ଉପସ୍ଥିତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ମତ ବିନିମୟ କରୁଛନ୍ତି । ନିକଟରେ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଅନ୍ୟ ଗଣମାନ୍ୟ ଅତିଥି ବୃନ୍ଦ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ସ୍ମାର୍ଟ ସିଟି ମିଶନ ପ୍ରକଳ୍ପସମୂହର ଶୁଭାରମ୍ଭ ଅବସରରେ ଭୁବନେଶ୍ଵରରେ ଉପସ୍ଥିତ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମତ ବିନିମୟ କରୁଛନ୍ତି । ନିକଟରେ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଅନ୍ୟ ଗଣମାନ୍ୟ ଅତିଥି ବୃନ୍ଦ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ସ୍ମାର୍ଟ ସିଟି ମିଶନ ପ୍ରକଳ୍ପସମୂହର ଶୁଭାରମ୍ଭ ଅବସରରେ ଜୟପୁରଠାରେ ଉପସ୍ଥିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହିତ ମତ ବିନିମୟ କରୁଛନ୍ତି । ନିକଟରେ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଅନ୍ୟ ଗଣମାନ୍ୟ ଅତିଥି ବୃନ୍ଦ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ କଲେଜ ଅଫ ଇଞ୍ଜିନିୟରିଙ୍ଗ, ପୁନେର ଛାତ୍ର ଛାତ୍ରୀମାନଙ୍କୁ ଭେଟୁଛନ୍ତି । ସମ୍ପ୍ରତି ଇସ୍ରୋ ଦ୍ଵାରା ପ୍ରକ୍ଷେପିତ ଉପଗ୍ରହକୁ ଏହି ଛାତ୍ର ଛାତ୍ରୀମାନେ ନିର୍ମାଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ କଲେଜ ଅଫ ଇଞ୍ଜିନିୟରିଙ୍ଗ, ପୁନେର ଛାତ୍ର ଛାତ୍ରୀମାନଙ୍କୁ ଭେଟୁଛନ୍ତି । ସମ୍ପ୍ରତି ଇସ୍ରୋ ଦ୍ଵାରା ପ୍ରକ୍ଷେପିତ ଉପଗ୍ରହକୁ ଏହି ଛାତ୍ର ଛାତ୍ରୀମାନେ ନିର୍ମାଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀ ଚନ୍ଦ୍ରକାନ୍ତ ଜୀଙ୍କୁ ସାକ୍ଷାତ କରୁଛନ୍ତି ଯିଏକି ତାଙ୍କର ପେନସନର ଏକ-ତୃତୀୟାଂଶ ଅର୍ଥ ରାଶି ସ୍ଵଚ୍ଛ ଭାରତ କୋଷକୁ ଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁନେଠାରେ ଜୁନ 25, 2016ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀ ଚନ୍ଦ୍ରକାନ୍ତ ଜୀଙ୍କୁ ସାକ୍ଷାତ କରୁଛନ୍ତି ଯିଏକି ତାଙ୍କର ପେନସନର ଏକ-ତୃତୀୟାଂଶ ଅର୍ଥ ରାଶି ସ୍ଵଚ୍ଛ ଭାରତ କୋଷକୁ ଦାନ କରିଥିଲେ ।
ପୁନେଠାରେ ଜୁନ 25, 2016ରେ କୁନି ଝିଅ ବୈଶାଳୀ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ ଦ୍ଵାରା ପ୍ରଦତ୍ତ ସହାୟତା ଜରିଆରେ ଏହି କୁନି ଝିଅର ହୃଦବକ୍ଷ ଅସ୍ତ୍ରୋପଚାର କରାଯାଇଥିଲା । ସହାୟତା ଲାଗି ବୈଶାଳୀ ପିଏମଓ ଇଣ୍ଡିଆକୁ ନିବେଦନ କରିଥିଲେ ।