ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ବାଂଲାଦେଶରେ ପ୍ରଧାନମନ୍ତ୍ରୀ (ମାର୍ଚ୍ଚ 26, 2021)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାସ୍ଥିତ ହଜରତ ଶାହଜଲାଲ ଆନ୍ତର୍ଜାତିକ ବିମାନବନ୍ଦର ଠାରେ ପହଞ୍ଚୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାସ୍ଥିତ ହଜରତ ଶାହଜଲାଲ ଆନ୍ତର୍ଜାତିକ ବିମାନବନ୍ଦର ଠାରେ ପହଞ୍ଚିବା କ୍ଷଣି ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହସିନା ତାଙ୍କୁ ସ୍ଵାଗତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାସ୍ଥିତ ହଜରତ ଶାହଜଲାଲ ଆନ୍ତର୍ଜାତିକ ବିମାନବନ୍ଦର ଠାରେ ଅଭିବାଦନ ଗ୍ରହଣ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହସିନା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାସ୍ଥିତ ହଜରତ ଶାହଜଲାଲ ଆନ୍ତର୍ଜାତିକ ବିମାନବନ୍ଦର ଠାରେ ଅଭିବାଦନ ଗ୍ରହଣ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାସ୍ଥିତ ଜାତୀୟ ଶହୀଦ ସ୍ମାରକୀ ସଭରଠାରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାସ୍ଥିତ ଜାତୀୟ ଶହୀଦ ସ୍ମାରକୀ ସଭରଠାରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ଢାକାସ୍ଥିତ ଜାତୀୟ ଶହୀଦ ସ୍ମାରକୀ ସଭରଠାରେ ବାଂଲାଦେଶ ଦେଶଭକ୍ତ ଶହୀଦଙ୍କ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏକ ଚାରା ରୋପଣ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାସ୍ଥିତ ଜାତୀୟ ଶହୀଦ ସ୍ମାରକୀ ସଭରଠାରେ ପରିଦର୍ଶକ ପୁସ୍ତିକାରେ ହସ୍ତାକ୍ଷର କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ଢାକାଠାରେ ବାଂଲାଦେଶର ସଂଖ୍ୟାଲଘୁ ସଂପ୍ରଦାୟ ସଦସ୍ୟମାନଙ୍କୁ ସାକ୍ଷାତ କରୁଛନ୍ତି ।

ଢାକାଠାରେ ମାର୍ଚ୍ଚ 26, 2021ରେ ବାଂଲାଦେଶର ସଂଖ୍ୟାଲଘୁ ସଂପ୍ରଦାୟ ସଦସ୍ୟମାନଙ୍କ ସହିତ ଏକ ମିଳିତ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାଠାରେ ମୁକ୍ତି ଯୋଦ୍ଧାମାନଙ୍କୁ ସାକ୍ଷାତ କରୁଛନ୍ତି ।

ବାଂଲାଦେଶର ଢାକାଠାରେ ମାର୍ଚ୍ଚ 26, 2021ରେ ମୁକ୍ତି ଯୋଦ୍ଧାମାନଙ୍କ ସହିତ ଏକ ମିଳିତ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ବାଂଲାଦେଶର ଢାକାଠାରେ ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ଯୁବ ଯୁବତୀଙ୍କୁ ସାକ୍ଷାତ କରୁଛନ୍ତି ।
ବାଂଲାଦେଶର ଢାକାଠାରେ ମାର୍ଚ୍ଚ 26, 2021ରେ ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ଯୁବ ଯୁବତୀଙ୍କ ସହ ମିଳିତ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ବାଂଲାଦେଶର ଢାକାଠାରେ ମାର୍ଚ୍ଚ 26, 2021ରେ ସହଯୋଗୀ ଦଳ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ବାଂଲାଦେଶର ଢାକାଠାରେ ମାର୍ଚ୍ଚ 26, 2021ରେ ବିରୋଧୀ ଦଳ ନେତାଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡଃ ଏ.କେ. ଅବଦୁଲ ମୋମେନ ଢାକାଠାରେ ମାର୍ଚ୍ଚ 26, 2021ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରୁଛନ୍ତି ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହସିନା ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତିମାନେ ମାର୍ଚ୍ଚ 26, 2021ରେ ଢାକାଠାରେ ଆୟୋଜିତ ବାଂଲାଦେଶର ଜାତୀୟ ଦିବସ କାର୍ଯ୍ୟକ୍ରମରେ ପହଞ୍ଚିବା କ୍ଷଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରୁଛନ୍ତି ।
ଢାକାଠାରେ ମାର୍ଚ୍ଚ 26, 2021ରେ ଆୟୋଜିତ ବାଂଲାଦେଶର ଜାତୀୟ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ, ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହସିନା ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।

ଢାକାଠାରେ ମାର୍ଚ୍ଚ 26, 2021ରେ ଆୟୋଜିତ ବାଂଲାଦେଶର ଜାତୀୟ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଢାକାଠାରେ ମାର୍ଚ୍ଚ 26, 2021ରେ ଆୟୋଜିତ ବାଂଲାଦେଶର ଜାତୀୟ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହସିନା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26, 2021ରେ ଢାକାଠାରେ ଆୟୋଜିତ ବାଂଲାଦେଶର ଜାତୀୟ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି ।